www.samajalive.in
Sunday, December 7, 2025
13.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଏହି ଜୁସ, ଜାଣନ୍ତୁ ଏହାର ଚତ୍ମକାରୀ ଗୁଣ

ପାଳଙ୍ଗ ଶାଗରେ ପ୍ରସ୍ତୁତ ବ୍ୟଞ୍ଜନ ଅଥବା ଭଜା ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି ସଭିଏଁ ଜାଣିଥିବେ। ମାତ୍ର ପାଳଙ୍ଗ ଶାଗକୁ ଜୁସ କରି ପିଇବା ଦ୍ୱାରା ଏହା ଶରୀର ପାଇଁ କେତେ ଲାଭଦାୟକ ତାହା ହୁଏତ ସଭିଁଙ୍କୁ ଜଣାନଥିବ। ଏଥିରେ ଥିବା ଭିଟାମିନ ଓ ମିନେରଲ୍ସ ଶରୀରକୁ ସୁସ୍ଥ ଓ ଶକ୍ତିଶାଳୀ କରିଥାଏ। ଜାଣନ୍ତୁ ପାଳଙ୍ଗ ଜୁସ ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରିଥାଏ….
ପାଳଙ୍ଗ ଶାଗରେ ଆଇରନ, ମ୍ୟାଗ୍ନେସିୟମ, ଆୟୋଡ଼ିନ, କ୍ୟାଲସିୟମ, ପୋଟାସିୟମ ଓ ଆବଶ୍ୟକୀୟ ଆମିନୋ ଏସିଡ଼ ଥାଏ। ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରେ।
ନିୟମିତ ପାଳଙ୍ଗ ଜୁସ ପିଇଲେ ଏହା କର୍କଟ ରୋଗରୁ ରକ୍ଷା କରିଥାଏ।
ପାଳଙ୍ଗରେ ଭିଟାମିନ ଏ ଥିବାରୁ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ।
ପାଳଙ୍ଗରେ ଫାଇବର ଥିବାରୁ ପେଟ ଜନିତ ବହୁ ସମସ୍ୟାକୁ ଦୂର କରିଥାଏ।
ପାଳଙ୍ଗ ଜୁସ ପିଇବା ଦ୍ୱାରା ରକ୍ତ ଚାପ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ହାଡ଼ ଶକ୍ତ ହୋଇଥାଏ।
ମୋଟାପଣ ହ୍ରାସ ହୋଇଥାଏ।
ପାଳଙ୍ଗରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଥିବାରୁ ଏହାର ଜୁସ ପିଇଲେ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ।
ପାଳଙ୍ଗ ଜୁସ ପିଇଲେ ଶରୀରରେ ଆଇରନର ମାତ୍ରା ସଠିକ ରହିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories