www.samajalive.in
Saturday, December 6, 2025
15.1 C
Bhubaneswar

ଧାରଣ କରନ୍ତୁ ଏହି ମୁଦି ମିଳିବ ଶନିଙ୍କ ବିଶେଷ କୃପା 

ପୌରାଣିକ ମାନ୍ୟତା ଅନୁଯାୟୀ ଭଗବାନ ଶନିଦେବଙ୍କୁ ଲୁହାରେ ନିର୍ମିତ ହୋଇଥିବା ଧାତୁର ବିଭିନ୍ନ ଦ୍ରବ୍ୟ ଖୁବ ପ୍ରିୟ। ଯେଉଁ ମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଖରାପ ଥାଏ, ସେମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଧାତୁ ଓ ଗ୍ରହମାନଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ତେଣୁ ଗ୍ରହ ସମ୍ବନ୍ଧୀୟ ଧାତୁ ଧାରଣ କରିବା ଦ୍ୱାରା ଗ୍ରହର ଯଦି କୁପ୍ରଭାବ ଥାଏ, ସେଥିରୁ ମୁକ୍ତି ମିଳିଥାଏ। 

ଘୋଡ଼ା ନାଲରୁ ମୁଦି ତିଆରି କରି ଏହାକୁ ଧାରଣ କଲେ ଖୁବ ଶୁଭଫଳ ମିଳିଥାଏ ବୋଲି ମାନ୍ୟତା ରହିଛି। ଏହାକୁ ଧାରଣ କଲେ ଶନିଙ୍କ କୃପା ମିଳିବା ସହ ନକରାତ୍ମକ ଶକ୍ତିରୁ ରକ୍ଷା ମିଳିଥାଏ। ପଣ୍ଡିତଙ୍କ ପରାମର୍ଶରେ ରାଶି ଅନୁଯାୟୀ, ଏହି ମୁଦିକୁ ହସ୍ତର ସଠିକ୍‍ ଆଙ୍ଗୁଠିରେ ଧାରଣ କରିବା ଉଚିତ। ଏହାକୁ ଧାରଣ କରିବା ଦ୍ୱାରା ଜୀବନରେ ଥିବା ବାଧାବିଘ୍ନ ଦୂର ହେବା ସହ ଶନିଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories