www.samajalive.in
Wednesday, December 10, 2025
23.1 C
Bhubaneswar

ରିଲିଜ ହେଲା ‘ଦବଙ୍ଗ-୩’ର ମୋଶନ ପୋଷ୍ଟର

ମୁମ୍ୱଇ : ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ମୋଶନ ପୋଷ୍ଟର ବୁଧବାର ରିଲିଜ ହୋଇଛି । ନିଜେ ସଲମାନ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି । ଏହି ମୋଶନ ପୋଷ୍ଟରରେ ଚଳଚ୍ଚିତ୍ରର ସାମାନ୍ୟ ଟିଜର ଦେଖିବାକୁ ମିଳିଛି । ଟିଜରରେ ସଲମାନ ଖାନ ଦବଙ୍ଗ ଅନ୍ଦାଜରେ ଚାଲିଚାଲି ଆସୁଥିବାର ଦେଖିବାକୁ ମିଳିଛ । ଭିଡିଓରେ ସଲମାନ ‘ସ୍ୱାଗତ ନେହିଁ କରେଙ୍ଗେ ହମାରା’ କହିଛନ୍ତି । ‘ଦବଙ୍ଗ-୩’ ଚଳିତ ବର୍ଷ ୨୦ ଡିସେମ୍ବରରେ ମୁକ୍ତିଲାଭ କରିବ । ଏଥିରେ ସୋନାକ୍ଷୀ ସିହ୍ନାଙ୍କୁ ସଲମାନଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories