www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ସରକାରୀ ଗାଡ଼ିରେ ନାହିଁ କାଗଜପତ୍ର, ଭୁବନେଶ୍ୱର ରାଜମହଲ ଛକରେ ପୁଲିସ – ଜନତା ମୁହାଁମୁହିଁ
# ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ଆସି କଟକରେ ପହଞ୍ଚିଲେ ଜଗା-ବଳିଆ
# ମୁମ୍ବଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଞ୍ଚଳିକ
# ରାଜଧାନୀ ଏକ୍ସପ୍ରେସରେ ନୂଆଦିଲ୍ଲୀରୁ ଆସି କଟକରେ ପହଞ୍ଚିଲେ ଜଗା-ବଳିଆ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନିଆଗଲା
# ସରକାରୀ ଗାଡ଼ିରେ ନାହିଁ କାଗଜପତ୍ର, ଭୁବନେଶ୍ୱର ରାଜମହଲ ଛକରେ ପୁଲିସ – ଜନତା ମୁହାଁମୁହିଁ
# ସ୍ତ୍ରୀକୁ ହତ୍ୟାକରି ନଦୀରେ ଭସାଇଦେଲା ସ୍ୱାମୀ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋକୁଳପୁର ଗ୍ରାମର ବିବାହିତ ମହିଳା ହରପ୍ରିୟା ସାହୁଙ୍କ ମୃତଦେହ ଗୋବରୀ ନଈରୁ ଉଦ୍ଧାର
# ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍‌ – ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଉଚ୍ଛେଦ ନିଷ୍ପତ୍ତି ଠିକ୍‌ ବୋଲି କହିଲେ କୋର୍ଟମିତ୍ର ରଞ୍ଜିତ କୁମାର
# କୋଲକାତାରୁ ଧାମରା ଯାଉଥିବା ନିଗମ ନାମକ ଏକ ଯାତ୍ରୀବାହୀ ବସ୍‌ରୁ ବିପୁଳ ପରିମାଣର ଏସିଡ ଜବତ କରିଛି ବାଲେଶ୍ୱର ପୁଲିସ, ୩ ଅଟକ
# ପ୍ରବଳ ବର୍ଷା ଯୋଗୁ ପାଣି ଘେରରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନା ପରିସର
# ପୁଲିସ କମିଶନର ସ୍ପଷ୍ଟ କଲେ – ୫ଟି ଭୁଲ ପାଇଁ ଜୋରିମାନା, ବାଇକ୍‌ରେ ୩ ଜଣ ଗଲେ, ହେଲମେଟ୍ ପିନ୍ଧିନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପୁଥିଲେ ଏବଂ ରାସ୍ତାର ଭୁଲ୍ ସାଇଡ୍‌ରେ ଗଲେ
# ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡିହି ଗାଁରେ ମହିଳାଙ୍କୁ ହତ୍ୟା, ବିଲରୁ କଟାମୁଣ୍ଡ ଉଦ୍ଧାର
# ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ, ଉପକୃତ ହେବେ ୧୮ ଶହ ଘରୋଇ କ୍ଳିନିକ୍
# ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ, ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
# ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ରାଜ୍ୟର ୧୪ଟି ଟୋଲ୍‌ଗେଟ୍‌ରେ ଚେକିଂ ବ୍ୟବସ୍ଥା ଆରମ୍ଭ
# ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ପାଇବେ ଚଳିତବର୍ଷର ଶାରଳା ପୁରସ୍କାର, ପାଇବା ପାଇଁ ମନୋନୀତ ହୋଇଛନ୍ତି। ସଙ୍ଗୀତ ପାଇଁ ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ ଲଲାଟମୋହନ ପଟ୍ଟନାୟକ

- Advertisement -

ଜାତୀୟ
# ମୁମ୍ବଇରେ ୩ଟି ମେଟ୍ରୋ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ବଦଳି ଆଦେଶ ପୁର୍ନବିଚାର ନ ହେବାରୁ ପଦରୁ ଇସ୍ତଫା ଦେଲେ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ବିଜୟା କେ. ତାହିଲରମାନି

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories