www.samajalive.in
Sunday, December 14, 2025
19.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଅର୍ଚ୍ଚନା ନାଗ ମାମଲା… ଇଡି ଅଫିସରେ ପହଞ୍ଚିଲେ ଶ୍ରଦ୍ଧାଞ୍ଜଳି ବେହେରା… ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସମନ ପରେ ହେଲେ ହାଜର… ଆଜି ବି ଇଡି କାର୍ଯ୍ୟାଳୟରେ ହାଜର ହେବେ ପ୍ରଯୋଜକ ଅକ୍ଷୟ ପରିଜା… ଉଭୟଙ୍କୁ ମୁହାଁମୁହିଁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ…

(୨) ଦୁର୍ବଳ ହେଲା ସକ୍ରିୟ ଅବପାତ… ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ… ଆଗାମୀ ୨୪ ଘଣ୍ଟା ପରେ ପାରଦ ଖସିବ ୩ରୁ ୪ ଡିଗ୍ରୀ… ରାତିରେ ବଢ଼ିବ ଶୀତ… ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପାଖାପାଖି ରହୁଛି ୨୦ ଡିଗ୍ରୀ…  ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର…

- Advertisement -

(୩) ପଦ୍ମପୁରରେ କମ୍ପୁଛି ନିର୍ବାଚନୀ ପ୍ରଚାର… ଘରକୁ ଘର ବୁଲି ଭୋଟ୍‌ ମାଗୁଛନ୍ତି ସମସ୍ତ ପ୍ରାର୍ଥୀ… ପ୍ରେଚାର ମୈଦାନରେ ଦେଖିବାକୁ ମିଳୁଛନ୍ତି ମନ୍ତ୍ରୀ ଓ ବରିଷ୍ଠ ନେତା… ବିଜେପି ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ… ବିଜେଡି ମଧ୍ୟ ବର୍ଷାଙ୍କ ପାଇଁ କରୁଛି କଡ଼ା କସରତ… ପଛରେ ପଡ଼ିନି କଂଗ୍ରେସ… ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟଙ୍କୁ କରୁଛି ଆକୃଷ୍ଟ…

(୪) ଆଜିଠୁ ମାଟ୍ରିକ୍‌ ସମ୍ମେଟିଭ-୧… ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ… ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା … ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫,୩୨,୭୧୨ଜଣ ଛାତ୍ରଛାତ୍ରୀ… କପି ରୋକିବାକୁ ବୋର୍ଡ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା…

(୫) କାମ ଦେଲାନି ଅଧିନାୟକ ମେସିଙ୍କ ଯାଦୁ… ବିଶ୍ୱକପ୍‌ ଫୁଟବଲରେ ବଡ଼ ବିପର୍ଯ୍ୟୟ… ପୂର୍ବତନ ଓ୍ୱାଲ୍ଡ ଚାମ୍ପିୟନ ଆର୍ଜେଣ୍ଟିନାକୁ ୨.୧ ଗୋଲରେ ହରାଇଲା ସାଉଦିଆରବ… ସେପଟେ ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪.୧ ଗୋଲରେ ହରାଇଲା ଫ୍ରାନ୍ସ…

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories