www.samajalive.in
Sunday, December 14, 2025
23.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଆମେରିକାରେ ପୁଣି ଫୁଟିଲା ଗୁଳି… ୟୁନିଭର୍ସିଟି ଅଫ୍‌ ଭିର୍ଜିନିଆରେ ଗୁଳିକାଣ୍ଡ… ୩ଜଣଙ୍କ ମୃତ୍ୟୁ ସୂଚନା… ଘଟଣାସ୍ଥଳରୁ ଆକ୍ରମଣକାରୀଙ୍କୁ ଗିରଫ କରିଛି ପୁଲିସ… ଗୁଳିକାଣ୍ଡର କାରଣ ଅସ୍ପଷ୍ଟ… କିଛି ଲୋକ ମଧ୍ୟ ଆହତ ହୋଇଥିବା ସୂଚନା..

(୨) ପାରାଦୀପର ମଝି ସମୁଦ୍ରରେ ମିଳିତ ସମରାଭ୍ୟାସ ‘ସି ଭିଜିଲ’ ଆରମ୍ଭ… ସମରାଭ୍ୟାସରେ ୪ଟି ରାଜ୍ୟର ନୌସେନା, ପୁଲିସ, କଷ୍ଟମ ଓ ମତ୍ସ୍ୟ ବିଭାଗ ସାମିଲ… ଜଳପଥରେ ଶତ୍ରୁକୁ ପ୍ରବେଶ କରାଇନଦେବାକୁ ୨ ଦିନ  କରାଯିବ ଅଭ୍ୟାସ… ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ଓ ପଶ୍ଚିମବଙ୍ଗ ପକ୍ଷରୁ କରାଯାଉଛି ‘ସି ଭିଜିଲ’…

- Advertisement -

(୩) ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଜି-୨୦ ସମ୍ମିଳନୀରେ ହେବେ ସାମିଲ… ବିଶ୍ୱର ପ୍ରମୁଖ ରାଷ୍ଟ୍ର ମୁଖ୍ୟଙ୍କ ସହ କରିବେ ଆଲୋଚନା… ୪୫ ଘଣ୍ଟାର ରହଣିରେ ହେବ ୨୦ରୁ ଅଧିକ ବୈଠକ… ବୈଠକରେ ସାମିଲ ହେବେ ବିଶ୍ୱର ୨୦ ଶକ୍ତିଶାଳୀ ରାଷ୍ଟ୍ର…

(୪) ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇପାରେ ବଡ଼ ନିଷ୍ପତ୍ତି… ଏଣିକି ସ୍କୁଲରେ ମିଳିବ ଜେଇଇ-ନିଟ୍‌ କୋଚିଂ… ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢାଞ୍ଚାରେ ସ୍କୁଲରେ କୋଚିଂ ଦେବାକୁ ଯୋଜନା… ହାଇସ୍କୁଲ କ୍ୟାମ୍ପସକୁ ଜୁନିୟର କଲେଜ ଆସିବା ପରେ ବିଭାଗର ପଦକ୍ଷେପ…

(୫) କାହାର ହେବ ପଦ୍ମପୁର ଆସନ ?… ଏବେଠୁ ଆରମ୍ଭ ହେଲାଣି ୩ ଦଳଙ୍କ ମଧ୍ୟରେ ଅଙ୍କକଷା… ସମସ୍ତ ଦଳର ପ୍ରାର୍ଥୀ ଘୋଷଣା ପରେ ଜୋର ଧରିଲାଣି ପ୍ରଚାର… ବିଜେଡିର ବର୍ଷା ସିଂ ବରିହା ଓ ବିଜେପିର ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର… ସତ୍ୟଭୂଷଣ ସାହୁଙ୍କ ମୈଦାନକୁ ଓହ୍ଲାଇଛି କଂଗ୍ରେସ…

(୬) ଦିଲ୍ଲୀରେ ପ୍ରେମିକ ପ୍ରେମିକାକୁ ନୃଶଂସ ଭାବେ ହତ୍ୟା କରିବା ଘଟଣା… ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଜାତୀୟ ମହିଳା କମିଶନ… କହିଲେ, ଅଭିଯୁକ୍ତ ବିରୋଧରେ ହେଉ କଡ଼ା କାର୍ଯ୍ୟାନୁଷ୍ଠାନ… ଦିଲ୍ଲୀ ପୁଲିସକୁ ରିପୋର୍ଟ ତଲବ… ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ ମାରି ୩୫ ଖଣ୍ଡ କରିଥିଲା ପ୍ରେମିକ…

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories