www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଏସିଆ କପ୍ : ରାହୁଲଙ୍କ ପରେ ବିରାଟ ମଧ୍ୟ ମାରିଲେ ଅର୍ଦ୍ଧଶତକ.. ବଡ଼ ସ୍କୋର ଅଭିମୁଖେ ଭାରତ..

ବଙ୍ଗଳାରୁ ମିଳିଲା ସୁପ୍ରିମକୋର୍ଟ ଆଇନଜୀବୀଙ୍କ ମୃତଦେହ.. ହତ୍ୟା କରି ଷ୍ଟୋରରେ ଲୁଚିଥିଲେ ସ୍ୱାମୀ.. ଉତ୍ତର ପ୍ରଦେଶର ନୋଏଡା ସେକ୍ଟର ୩୦ରେ ଦମ୍ପତିଙ୍କ ବଙ୍ଗଳାରୁ ମିଳିଲା ମହିଳାଙ୍କ ମୃତଦେହ.. ଅଭିଯୁକ୍ତ ସ୍ୱାମୀ ଅଜୟ ନାଥ ଗିରଫ..

- Advertisement -

ଅନୁଗୁଳ: ୧୧ ଲକ୍ଷ ଟଙ୍କା ମୂଲ୍ୟର ଧଳା ଜହର ଜବତ.. ଜଣେ ଗିରଫ..

ରାଜସ୍ଥାନ କଂଗ୍ରେସକୁ ବଡ଼ ଝଟ୍‌କା.. ପୂର୍ବତନ କଂଗ୍ରେସ ସାଂସଦ ଜ୍ୟୋତି ମିର୍ଦ୍ଧା ବିଜେପିରେ ସାମିଲ..

ଏସିଆ କପ୍‌: ଭାରତ-ପାକିସ୍ତାନର ଅସମାପ୍ତ ମ୍ୟାଚ୍‌ ଆରମ୍ଭ.. ୨୪.୧ ଓଭରରୁ ବ୍ୟାଟିଂ ଆରମ୍ଭ କଲା ଭାରତୀୟ ଦଳ..

ୟୁଜି ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ.. ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିଲେ ମଧ୍ୟ ପୁନଃ ଆବେଦନ କରିହେବ.. ଛାତ୍ରଛାତ୍ରୀଙ୍କଠାରୁ ଅଭିଯୋଗ ପାଇଲା ପରେ ପ୍ରକାଶ ପାଇଲା ସାନି ବିଜ୍ଞପ୍ତି..

ଦ୍ବିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ ତାରିଖ ପ୍ରକାଶ.. ସେପ୍ଟେମ୍ବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ..

ଗଗନଯାନ ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ନିର୍ମାଣ ନିର୍ଦ୍ଦେଶ ପାଇବା ପରେ କାମରେ ଲାଗିଛନ୍ତି ଭୁବନେଶ୍ୱର ସିଟିଟିସିର ୧୨୦ କର୍ମଚାରୀ..

୧୦୬୫ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି ଜାରି.. ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ପୂରଣ ହେବ ପଦବୀ.. ଆଜିଠାରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା…

ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ.. ହଷ୍ଟେଲ ମିଳିନଥିବାରୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ..

ଅନଲାଇନରେ ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ.. www.osepa.odisha.gov.inରେ ବିଜ୍ଞପ୍ତି ପ୍ରକାଶ..

ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓଟିଇଟି ପରୀକ୍ଷାର୍ଥୀଙ୍କ ଧାରଣା..

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories