BJD Bijuli 480×75 Mob

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BJD Bijuli 480×75 Mob

ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ପୁଣି ଉତ୍ତେଜନା.. ଉଠା ଦୋକାନୀ-ସ୍ଥାୟୀ ଦୋକାନୀ ମୁହାଁମୁହିଁ.. ଉଠା ଦୋକାନୀ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ..

କଲବଲ କଲାଣି ବର୍ଷା.. ହିମାଚଳ ଓ ଉତ୍ତରାଖଣ୍ଡରେ ଭୂସ୍ଖଳନ ନେଲାଣି ୬୬ ଜୀବନ..

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌‌ରେ ମଞ୍ଜୁରୀ.. ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା..

ପିଏମ୍‌‌ ଇ ବସ୍‌‌ ସେବାକୁ କେନ୍ଦ୍ର କ୍ୟାବିନେଟ୍‌‌ରେ ମଞ୍ଜୁରୀ..

ବରଗଡ ଜିଲାରେ ହେବ ୩ଟି ସେତୁ.. ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ..

ସୋର: ବାଲେଶ୍ୱର ଜିଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ, ୫ ଗୁରୁତର..

୧୮ରେ ଆଉ ଏକ ଲଘୁଚାପ : ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର..

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭଦ୍ରକ ସିଡିପିଓ..

Comments are closed.