www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଦାବିପୂରଣ ପାଇଁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ.. ଆସନ୍ତା ୩୦ ପର୍ଯ୍ୟନ୍ତ ମହଲତ ଦେଲା ସଂଘ.. ଆସନ୍ତା ୩୦ ଭିତରେ ସରକାରଙ୍କୁ ପ୍ରତିଶ୍ରୁତି ପାଳନ ପାଇଁ ସଂଘ ସଭାପତିଙ୍କ ଦାବି..

ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କ ଧାରଣା..

- Advertisement -

ଆସୁଛି ଆଉ ଏକ ଲଘୁଚାପ.. ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପାଣିପାଗ ବିଭାଗର ସୂଚନା.. ୨୪ ତାରିଖରେ ଘୂର୍ଣ୍ଣିବଳୟ.. ପରବର୍ତ୍ତୀ ୨୪ ଘଣ୍ଟାରେ ଲଘୁଚାପ..

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସଙ୍ଗ.. ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସିଂହଦ୍ୱାରକୁ ବାଦ ଦେଲେ ଅତି କମ୍‌ରେ ଆଉ ଗୋଟିଏ ଦ୍ୱାର ଖୋଲିବାକୁ ଟ୍ବିଟ୍‌ କରି ପ୍ରଶାସନକୁ ଅନୁରୋଧ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ..

କଂଗ୍ରେସରେ ଯୋଗ ଦେଲେ ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ.. କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ଆଇଏଏସ ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ.. ପୂର୍ବତନ ଓଏଏସ ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର..

କଟକ ଚାଉଳିଆଗଞ୍ଜରେ ଡାକ୍ତରଙ୍କ ଗଳିତ ମୃତଦେହ ଉଦ୍ଧାର.. ମୃତକ ହେଉଛନ୍ତି ଡାକ୍ତର ମାଲାଡି ଭେଙ୍କଟ ଚନ୍ଦ୍ରଶେଖର.. ସେ ଡାକ୍ତର ହରିପ୍ରସାଦ ମହାନ୍ତିଙ୍କ ଘରେ ଭଡାରେ ରହୁଥିଲେ ଓ ସାଲେପୁର ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ..

କେନ୍ଦୁଝର ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଅଘଟଣ.. ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀ ମୃତ.. ଅନ୍ୟ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର..

ହୀରାକୁଦ ଛାଡିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories