www.samajalive.in
Friday, December 12, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମାହାଙ୍ଗା ଡବଲ ମର୍ଡର ମାମଲା.. ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ.. ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ.. ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପ୍ରତାପ.. ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ପାଇଁ ନିର୍ଦ୍ଦେଶ ଦେଇଥିଲେ ତଳ କୋର୍ଟ..

ଅରବିନ୍ଦ କେଜ୍ରିୱାଲଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚିକିତ୍ସା ଆବେଦନ ଖାରଜ କଲେ କୋର୍ଟ..

- Advertisement -

ଆମେରିକାରେ ବ୍ୟାନ୍ ହେବ ଟିକ୍‌ଟକ୍‌.. ନୂଆ ଆଇନକୁ ମିଳିଲା ମଞ୍ଜୁରୀ..

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା.. ସମସ୍ତ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ.. ଚାକିରି ହରାଇଲେ ୨୪ ହଜାର ଶିକ୍ଷକ.. ସିବିଆଇ ତଦନ୍ତ ସହ ୬ ସପ୍ତାହ ମଧ୍ୟରେ ଦରମା ଫେରସ୍ତ କରିବାକୁ ନିର୍ଦେଶ..

ରେକର୍ଡ ଭାଙ୍ଗିଲା ତାତି .. ୪୩.୮ ଡିଗ୍ରୀ ସହ ରାଜଧାନୀ ସବୁଠାରୁ ଉତ୍ତପ୍ତ ସହର..

ରାଜ୍ୟରେ ଜୋରଦାର ପ୍ରଚାର କରିବ କଂଗ୍ରେସ.. ପ୍ରଚାର ପାଇଁ ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା, ଖଡଗେ..

ବିହାରର ମୁଜାଫରପୁର ରେଳ ଷ୍ଟେସନରେ ଭଲସାଡ୍‌ ଏକ୍ସପ୍ରେସରେ ବିସ୍ଫୋରଣ.. ଜଣେ ଆରପିଏଫ ଯବାନ ମୃତ..

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ.. ଆଉ ୬ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା..

ଭୁବନେଶ୍ୱର: ନକଲି ପୁଲିସକୁ ଧରିଲା ଅସଲି ପୁଲିସ.. ପୁଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧିକ ମାମଲାରେ ଥିଲା ଗ୍ୟାଙ୍ଗ.. କଟକ ଓ ଭୁବନେଶ୍ୱରରେ କରୁଥିଲେ ଲୁଟ..

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଗୀତାଞ୍ଜଳି ସେଠୀ.. କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ..

ଭୋଟ୍‌‌ ପ୍ରଚାର ବେଳେ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ..

ରାଜ୍ୟ ବିଜେପିର ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ..

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସିପିଆଇ.. ୧ ଲୋକସଭା ସିଟ୍‌‌ ଓ ୧୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା..

ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ.. ଯବାନଙ୍କୁ ଭେଟି କଲେ ଆଲୋଚନା..

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories