www.samajalive.in
Wednesday, December 10, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀଙ୍କ ଶେଷକୃତ୍ୟ ସମ୍ପନ୍ନ..

ବିଶିଷ୍ଟ ସାହିତ୍ୟିକ ସାତକୋଡି ହୋତାଙ୍କ ପରଲୋକ.. ଭୁବନେଶ୍ବରରେ ୯୫ ବର୍ଷ ବୟସରେ ଦେହାନ୍ତ..

- Advertisement -

ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍‌.. ୨୫ରୁ ୫୦ ପ୍ରତିଶତକୁ ବଢିଲା ବୋନସ୍.. କେନ୍ଦୁପତ୍ର ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ପ୍ରୋତ୍ସାହନ ରାଶିକୁ ୫ରୁ ୧୦ ପ୍ରତିଶତକୁ ବୃଦ୍ଧି..

୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ.. ଭାରତ ଆଗରେ ୨୫୪ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ..

ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ପାଇଁ ରୁଷ ରାଷ୍ଟ୍ରଦୂତଙ୍କ ଆହ୍ୱାନ..

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ..

ଯାଜପୁରରେ ଅଖା ବସ୍ତାରୁ ମିଳିଲା ଗଳିତ ମୃତଦେହ.. ହତ୍ୟା ସନ୍ଦେହ, ତଦନ୍ତ କରୁଛି ପୁଲିସ୍..

ଝାରସୁଗୁଡାରେ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍.. ୪ ମୃତ, ୯ ଗୁରୁତର..

ପଦ୍ମପୁର ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ଅଘଟଣ.. ୫ ମାସର ଶିଶୁପୁତ୍ରକୁ କଚାଡି ମାରିଲା ବାପା..

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ.. ସାଂସଦ ଓ ଡ୍ରାଇଭରଙ୍କ ସମେତ ୩ ଜଣ ସାମାନ୍ୟ ଆହତ..

ଭଦ୍ରକ ଏନଏଚ୍ ୧୬ ଆରଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା.. ହାଇୱା-ବୋଲେରୋ ଧକ୍କାରେ ଜଣେ ମୃତ, ୧୦ ଆହତ..

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories