www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଧୋନିଙ୍କ ଅବସର ନେଇ ଜୋରଦାର ଚର୍ଚ୍ଚା.. ଏବେ ତାଙ୍କ ପାଇଁ ଅବସର ନେବାର ପ୍ରକୃଷ୍ଟ ସମୟ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି..

ମହେନ୍ଦ୍ର ସିଂହ ଧୋନି କହିଛନ୍ତି ଯେ, ଆଇପିଏଲ୍‌ରୁ ଅବସର ନେବାର ଏହା ପ୍ରକୃଷ୍ଟ ସମୟ.. ହେଲେ ପ୍ରଶଂସକଙ୍କ ପାଇଁ ସେ ଆଉ ଏକ ସଂସ୍କରଣ ଚାହାନ୍ତି.. କାରଣ ସାରାଦେଶରେ ପ୍ରଶଂସକମାନେ ଯେପରି ସ୍ନେହ ଓ ଭଲପାଇବା ଦେଖାଇଛନ୍ତି, ତାହା ଦେଖି ଆଉ ବର୍ଷେ ଆଇପିଏଲ୍‌ ଖେଳିବାକୁ ସେ ମନ ବଳାଇଛନ୍ତି..

- Advertisement -

ଓଡ଼ିଶା ଭାସ୍କର କାର୍ଯ୍ୟାଳୟ ଆଗରେ କଂଗ୍ରେସର ନାରା ବାଜି.. ଟେକା ମାଡ଼ରେ ଝରକା କାଚ ଭାଙ୍ଗିଲା..

ଧଉଳି ଥାନା ଲିଙ୍ଗିପୁର ପଞ୍ଚାୟତ ଇନ୍ଦିରାକଲୋନୀରେ ଅଘଟଣ.. ବିଦ୍ୟୁତ ଆଘାତରେ ଜଣେ ଶ୍ରମିକ ମୃତ.. ୨ ଜଣ ଗୁରୁତର…

ଏଣିକି ଓଟିଟି କାର୍ୟ୍ୟକ୍ରମରେ ତମାଖୁ ବିରୋଧୀ ସଚେତନତା ଦେବା ବାଧ୍ୟତାମୂଳକ.. ବିଶ୍ବ ତମାଖୁ ବର୍ଜନ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍‌ ଏବଂ ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ, ୨୦୦୪ ଅନୁସାରେ ସଂଶୋଧିତ ନିୟମାବଳୀ ଜାରି କରିଛନ୍ତି..

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ସରକାର.. ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ସହାୟତା ମିଳିବ ୧୦ ଲକ୍ଷ ଟଙ୍କା..

ପ୍ରକାଶ ପାଇଲା +୨ ବାଣିଜ୍ୟ ଓ ବିଜ୍ଞାନ ଫଳାଫଳ.. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ..

ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌‌ ହାର ୮୪.୯୩% .. ବାଣିଜ୍ୟରେ ପାସ୍‌‌ ହାର ୮୧.୧୨%..

ଖଣି ଉପରୁ ପ୍ରୋକଲିନ୍‌‌ ଖସି ଚାଳକ, ହେଲ୍‌‌ପର ମୃତ.. ଧର୍ମଶାଳା ତହସିଲ୍‌‌ ଲୁଣିବର କଳାପଥର ଖାଦାନରେ ଅଘଟଣ..

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories