www.samajalive.in
Saturday, December 6, 2025
23.1 C
Bhubaneswar

ରାଜଧାନୀରେ ୫ଟି ସଚିବଙ୍କ ବିଦ୍ୟାଳୟ ପରିନର୍ଶନ

ଭୁବନେଶ୍ୱର : ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ରାଜଧାନୀ ଭୁବନେଶ୍ୱରସ୍ଥିତ ଅନେକ ବିଦ୍ୟାଳୟର ପରିଦର୍ଶନ କରିଛନ୍ତି। ରାଜଧାନୀର ବିଦ୍ୟାଳୟ ଯଥା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ବିଡିଏ ସ୍ଥିତ ୟୁନିଟ ୯ ବାଳିକା ଓ ଆଇଆରସି ଭିଲେଜ ହାଇସ୍କୁଲକୁ ଗସ୍ତ କରିଛନ୍ତି।

ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ସ୍କୁଲ ସମସ୍ୟା ବିଷୟରେ ଆଲୋଚନା କରିବା ସହ ହାଇସ୍କୁଲରେ ଥିବା ସାଇନ୍ସ ଲାବ ( ବିଜ୍ଞାନ ପରୀକ୍ଷାଗାର), ସ୍ମାର୍ଟ ଶ୍ରେଣୀଗୃହ (କ୍ଲାସରୁମ) , ଲାଇବେରୀ, ଖେଳର ସୁବିଧା ସହ ଦଶମରେ ଏୱାନ(A1 ) ଗ୍ରେଡ ପରୀକ୍ଷାଫଳ ନେଇ ସଟି ସଚିବ ଭି.କେ ପାଣ୍ଡିଆନ ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଏହାସହ ବିଦ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମ କିଭଳି ଚାଲିଛି ଏବଂ ଏହାର ପ୍ରଭାବ କିଭଳି ସେନେଇ ମଧ୍ୟ ଆଲୋଚନା କରିଛନ୍ତି।

ବିଦ୍ୟାଳୟରେ କିଭଳି ସାମଗ୍ରୀ ଆଦିରେ ସୁଧାର ଅଣାଯିବ, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ ପାଇଁ ଅନୁକୁଳ, ବୈଜ୍ଞାନିକ ଶୈଳୀରେ ଶିକ୍ଷା ପ୍ରଦାନ ଆଦି ଉପରେ ୫ଟି ସଚିବ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories