www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବନ୍ୟପ୍ରାଣୀ ଚୋରା ଚାଲାଣକାରୀ .. ନୟାଗଡ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ଧରିଲା ଏସଟିଏଫ .. ୨ଟି ଚିତାବାଘ ଏବଂ ଗୋଟିଏ ହରିଣ ଛାଲ ସହ ବଜ୍ରକାପ୍ତା କାତି ମଧ୍ୟ ଜବତ

ଭଦ୍ରକ ଜିଲ୍ଲା ତିହିଡି ତଳଗୋପବିନ୍ଧା ଗାଁରେ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣରେ ୨ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

- Advertisement -

ନିର୍ବଦ୍ଧ ସରିଲା, ଅନ୍ତର୍ଜାତୀୟ ହକି ଖେଳାଳି ତଥା ଭାରତୀୟ ମହିଳା ହକି ଦଳର ପୂର୍ବତନ ସଦସ୍ୟା ଲିଲିମା ମିଞ୍ଜଙ୍କୁ ବିବାହ କରିବେ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ୍ ଭିକ୍ଟର୍ ମିଞ୍ଜ

ବଲାଙ୍ଗିର ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଘର ଛାତ ପଡ଼ି ଉଭୟ ମାଆ ଝିଅ ଗୁରୁତର, ମାଆ ବୁର୍ଲା ସ୍ଥାନାନ୍ତର, ଝିଅ ଭୀମଭୋଇ ମେଡିକାଲରେ ଭର୍ତ୍ତି

ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ.. ୧୦୬ ବର୍ଷ ବୟସରେ ଶ୍ୟାମ ଶରନଙ୍କ ଦେହାନ୍ତ ହୋଇଛି..  ହିମାଚଳ ପ୍ରଦେଶର କାଲପା ବାସଭବନରେ ପରଲୋକ..  ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ମତଦାନ କରିଥିଲେ ନେଗି

ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ.. ଉପନିର୍ବାଚନ ପାଇଁ ନଭେମ୍ବର ୧୦ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି.. ପଦ୍ମପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ହେଲା ଘୋଷଣା

 

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories