www.samajalive.in
Friday, December 5, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି..

ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କ ବନକଲାଗି ନୀତି..

- Advertisement -

ଅପରାହ୍ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

ଆସୁଛି ଆଉ ଏକ ଲଘୁଚାପ, ଗୋଟିଏ ପରେ ଗୋଟିଏ ଧାଡିବାନ୍ଧି ଆସିବାରେ ଲାଗିଛି ଲଘୁଚାପ..

ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ..

ହଟିଲା ଫାଇଭ୍‌-ଟି ଚାର୍ଟର, କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟିଲା ଫାଇଭ୍‌-ଟି ଚାର୍ଟର..

ନେପାଳର ନୂଓ୍ବାକୋଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ..

ଶେଖ୍ ହସିନାଙ୍କ ଇସ୍ତଫା ପରେ ପ୍ରଥମ ପ୍ରତିକ୍ରିୟା ଦେଲା ପାକିସ୍ତାନ..

ପାକିସ୍ତାନ ସରକାର ଏବଂ ଜନତା ଏକଜୁଟ ହୋଇ ବାଂଲାଦେଶ ସହିତ ଛିଡ଼ା ହୋଇଛନ୍ତି ବୋଲି କହିଲା ପାକ୍ ବିଦେଶ ମନ୍ତ୍ରଣାଳୟ..

ପ୍ୟାରିସ୍‌ ଅଲମ୍ପିକ୍ସ: ବିନେଶ୍‌ ଫୋଗଟ୍‌ ଅଯୋଗ୍ୟ ଘୋଷିତ, ଧାର୍ଯ୍ୟଠାରୁ ଅଧିକ ଓଜନ ହେବାରୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସୂଚନା..

ଓଡ଼ିଆ ଆଇପିଏସ୍‌ ଅଧିକାରୀ ରଶ୍ମୀରଞ୍ଜନ ସ୍ଵାଇଁ ହେଲେ ଜାମ୍ମୁକଶ୍ମୀର ଡିଜିପି..

ଫ୍ଲିପକାର୍ଟରେ ସେଲ୍‌ ଆରମ୍ଭ ; ୮୦ ପ୍ରତିଶତ ରିହାତିରେ ମିଳୁଛି ସ୍ମାର୍ଟ ଫୋନ୍‌ ସହ ଏସବୁ..

ଆର ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଡବଲ ମର୍ଡର : ପାହାଡ ଉପରେ ଦମ୍ପତ୍ତିଙ୍କୁ ହତ୍ୟା..

କିଏ ଏବଂ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ, ପୁଲିସର ଛାନଭିନ୍ ଜାରି..

ଭିଜିଲାନ୍ସ ଜାଲରେ କୋଟିପତି ବିଡ଼ିଓ..

କଟକ ଜିଲା ଆଠଗଡ ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଘରେ ଚଢାଉ ବେଳେ ପୁଳା ପୁଳା ସୁନା ସାଙ୍ଗକୁ ମିଳିଛି ହୀରା ହାର ..

ନଗଦ ୬ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍‌‌..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories