www.samajalive.in
Sunday, December 7, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ..

କଳିଙ୍ଗପଟ୍ଟନମ ଠାରୁ ୮୦, ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଅବପାତ ରହିଛି..

- Advertisement -

ପୁରୀ : ଡେଲାଙ୍ଗ ଓ ନିମାପଡାକୁ ବ୍ୟାପିଲା ବାର୍ଡ ଫ୍ଲୁ,ନମୁନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଜିଲ୍ଲାପାଳ..

ଉଭୟ ଜାଗାରେ କଣ୍ଟେମେଣ୍ଟ ସହ ଲୋକଙ୍କୁ ସଚେତନ କରାଯାଉଛି..

ପ୍ରାଣୀ ନିର୍ଦ୍ଦେଶକ ଓ ଜିଲାସ୍ତରୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି..

ଭୁବନେଶ୍ୱର : ବର୍ଷା ନେଇ ଜିଲାପାଳଙ୍କୁ ସତର୍କ କରାଇଲେ ଏସଆରସି..

ଆଶ୍ଚର୍ଯ୍ୟ ଲାଗିବ, ଦେଖନ୍ତୁ ଭିଡିଓ ; ମଇଁଷି ଗୁହାଳରେ ଫଣା ଟେକି ରହିଥିଲା ସାପ, ତା’ପରେ ମଇଁଷି କଲା ଏମିତି..

ଅବପାତ ପ୍ରଭାବରେ ଶନିବାର ଠାରୁ ୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା..

ପାରାଦୀପ: ରୁଷରୁ ଆସିଥିବା ଚୀନ ଜାହାଜରେ ୩ ଘାନା ନାଗରିକ ଠାବ..

ଭାରତର କୌଣସି ବନ୍ଦରରେ ସେମାନଙ୍କୁ ଓହ୍ଲାଇ ନ ଦେବାକୁ ପାରାଦୀପ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଜାହାଜକୁ ନୋଟିସ..

ବ୍ରହ୍ମଗିରି: ବାଲିହରଚଣ୍ଡୀ ରାସ୍ତା ମାଲସ ନିକଟ ବିଲ ଭିତରୁ ୨ ଯୁବକଙ୍କ ମୃତଦେହ ଜବତ..

ନିକଟରେ ବାଇକ୍ ପଡ଼ିଥିବାରୁ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସନ୍ଦେହ..

ଭୁବନେଶ୍ଵର: ରାଜଧାନୀବାସୀଙ୍କୁ ଚିକେନ ନ ଖାଇବାକୁ ମେୟର ସୁଲୋଚନା ଦାସଙ୍କ ଅନୁରୋଧ..

ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରୁ ଚିକେନ ନ କିଣିବାକୁ ପରାମର୍ଶ..

ପିଏମ୍‌‌ ଉଷା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର..

ଶନିଙ୍କ କୃପାରୁ ନଭେମ୍ବର ପର୍ଯ୍ୟନ୍ତ ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ଧନ, ଚାକିରିରେ ହେବ ଉନ୍ନତି..

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚଶିକ୍ଷା ଅଭିଯାନ..

ରାଜଧାନୀରେ ବାର୍ଡ ଫ୍ଲୁ, ବଢିଲା ସଂକ୍ରମଣ ଭୟ..

କୁକୁଡା ନକିଣିବା ପାଇଁ ବିଏମସିର ପରାମର୍ଶ..

ରାଜଧାନୀବାସୀ କିଛି ଦିନ ଚିକେନ ନଖାଇବାକୁ ଅନୁରୋଧ କଲେ ମେୟର..

ବ୍ରହ୍ମପୁର: ଚିକିଟି ବିଷାକ୍ତ ମଦ ଘଟଣାରେ ଆଉ ଜଣେ ମୃତ..

ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ..

ଅନ୍ୟ ୪ଜଣ ଚିକିତ୍ସାଧୀନ ରହିଛନ୍ତି..

ଭୁବନେଶ୍ୱର: ଛତୁଆ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି..

ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ..

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି..

ଭିଡିଓରେ ଦେଖନ୍ତୁ ; ସ୍କୁଟି ରଖି ଖାଇବା ପାଇଁ ଯାଇଥିଲେ ଆଳୁଚପ୍‌, ୫ ଲକ୍ଷର ଅଳଙ୍କାର ନେଇ ଚମ୍ପଟ ମାରିଲା ଚୋର..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories