www.samajalive.in
Saturday, December 6, 2025
14.1 C
Bhubaneswar

ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ପରେ ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌ ଯୋଗେ ବୋମା ଧମକ ମିଳିଛି। ଏହାପରେ ସମସ୍ତ ସ୍କୁଲରେ ଯାଞ୍ଚ ଆରମ୍ଭ କରାଯାଇଛି ।
ଏହାପୂର୍ବରୁ ରାଜଧାନୀ ଦିଲ୍ଲୀର ଗୋଟିଏ କି ଦୁଇଟି ନୁହେଁ ବରଂ ୨୦ଟି ସ୍କୁଲ୍‌କୁ ବୋମାରେ ଉଡାଇବାକୁ ସକାଳୁ ସକାଳୁ ଧମକ ମିଳିଥିଲା । ଖବର ପାଇବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୁଲିସ ପହଞ୍ଚି ତଲାସି ଆରମ୍ଭ କରିଥିଲେ ।

ବଡ ଖୁସି ନେଇ ଆସୁଛି ଅଗଷ୍ଟ: ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ, ଏହି ରାଶିଙ୍କ ଉପରେ ଧନବର୍ଷା କରିବେ ମା’ଲକ୍ଷ୍ମୀ, ମିଳିବ ସନ୍ତାନ ସୁଖ, ହେବେ ଭାଗ୍ୟଶାଳୀ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories