www.samajalive.in
Saturday, December 6, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ..

ବିଜେଡି ପ୍ରାଥମିକ ପଦରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ..

- Advertisement -

୩ ଜଣଙ୍କୁ ଭାରତ ରତ୍ନ..

ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ..

ବୈଜ୍ଞାନିକ ଏମଏସ ସ୍ବାମୀନାଥନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିମ୍ହା ରାଓଙ୍କୁ ଭାରତ ରତ୍ନ..

ବିଜେଡିରେ ମିଶିଲେ ଆଦିତ୍ୟ ବିର୍ଲା ସମୂହର ପୂର୍ବତନ ସିଇଓ ସଂତୃପ୍ତ ମିଶ୍ର ..

ମୁଖ୍ୟମନ୍ତ୍ରୀ ମୋତେ ପ୍ରେରଣା ଦେଇଛନ୍ତି-ସଂତୃପ୍ତ..

ଦେବଗଡ଼ : ଲୁହାପଥର ଗୁଣ୍ଡ ଚୋରାଚାଲାଣ; ପୁଲିସ କନେଷ୍ଟବଳଙ୍କ ସମେତ ୪ଗିରଫ..

ଶୁକ୍ରବାର ପାକିସ୍ତାନ ନିର୍ବାଚନ ଫଳାଫଳ..

ଗୁରୁବାର ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ହୋଇଥିଲା ମତଦାନ..

ହିଂସାରେ ୧୨ ମୃତ, ୪୦ ଆହତ..

ସର୍ଟର ତାଡି ସୁନା ଅଳଙ୍କାର ଲୁଟ୍‍..

ଭଦ୍ରକ: ମଞ୍ଜୁରୀରୋଡରେ ଥିବା ସୁନା ଦୋକାନରୁ ଲୁଟ୍‍..

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କର ସହ ନଗଦ ଟଙ୍କା ଲୁଟ୍‍..

ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ..

ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଲା ରଥକାଠ..

ଉତ୍ତରାଖଣ୍ଡ ହଲଦ୍‍ୱାନି ହିଂସା: ୬ମୃତ..

ନୈନିତାଲ ଜିଲା ହଲଦ୍‍ୱାନିରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସାକାଣ୍ଡ..

ବଲାଙ୍ଗିର: ୬ମାସ ଶିଶୁର ତଣ୍ଟି କାଟି ମା ଫେରାର..

ଖଲିଆପାଲି ଗାଁରେ ଘଟିଛି ଘଟଣା..

ଭୀମଭୋଇ ମେଡିକାଲରେ ଶିଶୁପୁତ୍ର ମୃତ..

ନୂଆପଡା: ସିଆରପିଏଫ-ମାଓବାଦୀ ମୁହାଁମୁହିଁ..

କୁମ୍ବି ଅପରେସନ ବେଳେ ଯବାନଙ୍କ ଉପରକୁ ଗୁଳିମାଡ..

କଟକ: ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ..

ଲିଙ୍ଗ ନିରୂପଣ ଅଭିଯୋଗରେ ଚଢଉ..

ବ୍ୟାଗରେ ଟଙ୍କା ଭର୍ତ୍ତି ବ୍ୟାଗ ସହ ରୋଗୀ ଉଦ୍ଧାର..

ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ..

ବିଜେଡି ପ୍ରାଥମିକ ପଦରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ..

ନୀଳଗିରି: ୨ ଯୁବକଙ୍କୁ ହତ୍ୟାପରେ ନୀଳହ୍ରଦରେ ଫିଙ୍ଗିଲେ ,ମୃତଦେହ ଉଦ୍ଧାର ..

ସମ୍ପୃକ୍ତ ଘଟଣାରେ ଭାଇଭାଉଜ ସମେତ ୬ ଜଣଙ୍କୁ ଗିରଫ କଲା ପୁଲିସ..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories