ଆଜି ପବିତ୍ର ରୁକ୍କଣୀ ହରଣ ଏକାଦଶୀ, ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୋଇଥାଏ ବିବାହ ଉତ୍ସବ ଅନୁଷ୍ଠିତ..
ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟିତ, ଚେନାବ ରେଲଓ୍ବେ ସେତୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ପ୍ରାୟ ୧୫୦୦ କୋଟି ଖର୍ଚ୍ଚରେ ତିଆରି ହୋଇଛି ସେତୁ..
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଳ ଅଡିଟୋରିୟମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି..
ଘରୋଇ କମ୍ପାନୀର ନିଦ ହଜାଇଲା ବିଏସଏନଏଲ; ମାତ୍ର ଏତିକି ଟଙ୍କାରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍..
ଏହି ନିଯୁକ୍ତି ପର୍ବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ୯ଟି ନିଯୁକ୍ତି ମେଳାର ଆୟୋଜନ କରି ଚଳିତ ବର୍ଷ ୨୭ ହଜାର ୪୨୮ ଜଣଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛୁ..
ବର୍ଷା ପୂର୍ବରୁ ଡ୍ରେନ୍ ସମସ୍ୟା ସମାଧାନ
ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ନିଆଯିବ ପଦକ୍ଷେପ
ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ..
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ନୂଆ ତାରିଖରେ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସହମତି, ଜୁନ୍ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା..
ବିକଶିତ କୋଟିଆ ପାଇଁ ସରକାରଙ୍କ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ ବୈଠକ, ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ..
ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବାରଙ୍ଗ ଷଣ୍ଢପୁର ଗାଁ ନିକଟରେ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା..
ଜୁନ୍ ୧୨ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ସୌଭାଗ୍ୟଶାଳୀ, ହଠାତ୍ ଧନୀ, ହେବ ବିବାହ, ମିଳିବ ବଡ ଲାଭ..
ରେପୋ ରେଟ୍ ୦.୫% ବା ୫୦ ବେସିସି ପଏଣ୍ଟ ହ୍ରାସ, ଆରବିଆଇ ଏମପିସି ବୈଠକରେ ବଡ଼ ନିଷ୍ପତ୍ତି, ୫.୫%କୁ ଖସିଲା ରେପୋ ରେଟ୍..
ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ, ଆଜି ରାଜ୍ୟରେ ଆଉ ୭ନୂଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା, ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ହୋଇଛି..



