ଭାରତରେ ଲଞ୍ଚ ହେଲା ୱାନ୍‌ ପ୍ଲସ୍‌ର ଏହି ଫୋନ୍‌ : ଆଇଫୋନ୍‌ ଠାରୁ ଆରମ୍ଭ କରି ଏସବୁ ଫୋନ୍‌କୁ ଦେଉଛି ଟକ୍କର, ଜାଣନ୍ତୁ ଦମ୍‌ଦାର୍‌ ଫିଚର୍‌

ନୂଆଦିଲ୍ଲୀ : ୱାନ୍‌ ପ୍ଲସ୍‌ ୧୩ ଏସ ଭାରତରେ ଲଞ୍ଚ ହୋଇ ସାରିଛି। ଏହି କମ୍ପାକ୍ଟ ସ୍ମାର୍ଟଫୋନ୍ ଫ୍ଲାଗସିପ୍ ଫିଚର୍ସ ସହିତ ପ୍ରଚଳନ କରାଯାଇଛି। ଏହି ଫୋନ୍ ସହିତ କମ୍ପାନୀ ୱାନ୍‌ ପ୍ଲସ୍‌ ଏଆଇ ମଧ୍ୟ ପ୍ରଚଳନ କରିଛି, ଯାହା ଏହି ଫୋନ୍‌ରେ ବ୍ୟବହାରକାରୀଙ୍କୁ ଏକ ନୂତନ ଅଭିଜ୍ଞତା ଦେବ। ଏହା ୱାନ୍‌ ପ୍ଲସ୍‌ ଦ୍ୱାରା ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ସବୁଠାରୁ କମ୍ପାକ୍ଟ ଫୋନ୍, ଯାହା ଆଇଫୋନ୍‌ ଗୁଗଲ୍‌ ପିକ୍ସେଲ୍‌, ସାମ୍‌ସଙ୍ଗ ଗାଲେକ୍ସି ଏସ ସିରିଜ୍‌ ସିରିଜ୍ … Continue reading ଭାରତରେ ଲଞ୍ଚ ହେଲା ୱାନ୍‌ ପ୍ଲସ୍‌ର ଏହି ଫୋନ୍‌ : ଆଇଫୋନ୍‌ ଠାରୁ ଆରମ୍ଭ କରି ଏସବୁ ଫୋନ୍‌କୁ ଦେଉଛି ଟକ୍କର, ଜାଣନ୍ତୁ ଦମ୍‌ଦାର୍‌ ଫିଚର୍‌