ଘରୋଇ କମ୍ପାନୀର ନିଦ ହଜାଇଲା ବିଏସଏନଏଲ; ମାତ୍ର ଏତିକି ଟଙ୍କାରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍..
ନୂଆଦିଲ୍ଲୀ : ବିଏସଏନଏଲ ନିଜର ଅନେକ ଶସ୍ତା ରିଚାର୍ଜ ପ୍ଲାନ୍ କାରଣରୁ ବେଶ ଲୋକପ୍ରିୟ ହେବା ସହ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ ମଧ୍ୟ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ କରିବାକୁ ଯାଉଛି। ଏହା ସହିତ ଭଲ ସଂଯୋଗ ପାଇଁ ୧ ଲକ୍ଷ ନୂତନ ୪ଜି ମୋବାଇଲ୍ ଟାୱାର ସ୍ଥାପନ କରିବାର କାମ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। କମ୍ପାନୀ ୯୩ ହଜାରରୁ ଅଧିକ ଟାୱାରକୁ ଲାଇଭ୍ କରିଛି। … Continue reading ଘରୋଇ କମ୍ପାନୀର ନିଦ ହଜାଇଲା ବିଏସଏନଏଲ; ମାତ୍ର ଏତିକି ଟଙ୍କାରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍..
Copy and paste this URL into your WordPress site to embed
Copy and paste this code into your site to embed