ଆଜି ସନ୍ଧ୍ୟା ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ..
ବିଶ୍ୱ କ୍ରିକେଟ ପାଇଁ ଜାରି ହେଲା କାର୍ଯ୍ୟସୂଚୀ..
ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା..
ଅହମ୍ମଦାବାଦରେ ପାକିସ୍ତାନକୁ ଟକ୍କର ଦେବ ଭାରତ..
ପତ୍ନୀହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଦେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ..
ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ରେଞ୍ଜର..
ଗାଡ଼ିରୁ ମିଳିଲା ଲକ୍ଷେ ୫୮ ହଜାର ଟଙ୍କା..
ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା : ଚାକିରିରୁ ବିଦାହେଲେ ପ୍ରଶାନ୍ତ ରାଉତ..
ଭୁବନେଶ୍ୱର : ୨୪ ଘଣ୍ଟାରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା..
ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା..



