ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଥିଲେ ଉପସ୍ଥିତ..
ପୁରୀ : ନୌସେନା ଦିବସ ପାଳନ ନେଇ ପୁରୀରେ ପ୍ରଶାସନିକ କଟକଣା,୨୮ରୁ ୪ ତାରିଖ ଯାଏଁ କଟକଣା ନେଇ ଜିଲ୍ଲାପାଳଙ୍କ ସୂଚନା, ଡ୍ରୋନ୍ ଉଡା ଓ ଛାତ ଉପରେ ପକ୍ଷୀଙ୍କୁ ଖାଦ୍ୟ ସାମଗ୍ରୀ ଦେବା ମନା..
୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା, ତୃତୀୟ ପର୍ଯ୍ୟାୟରେ ସାମିଲ ହେବେ ସମସ୍ତ ଅଙ୍ଗନବାଡି କର୍ମୀ, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି, ଡିସେମ୍ବର ସୁଦ୍ଧା ୧ କୋଟି ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା..
ଦେଖନ୍ତୁ ଭିଡିଓ; ରାସ୍ତାରେ ମହିଳା ବିକୁଥିଲେ ପଇଡ, ସୈନିକ ଆସିଲେ, ତା’ପରେ ଯାହା ଘଟିଲା ଆଖିରେ ଲୁହ ଆସିଯିବ..
ଓଡିଶାରେ ହେବ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଶ୍ୱ ବିଦ୍ୟାଳୟ,ସୂଚନା ଦେଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ବଲପୁରରେ ୧୦୦ ଏକର ଜମିରେ ହେବ ଆକୁଆ ପାର୍କ.. ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ଓଡିଶା ସାରା ଦେଶରେ ୪ ନମ୍ବର, ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନି ଲକ୍ଷ୍ୟ, ପ୍ରୋତ୍ସାହନ ଦିଆଯିବ..
ପଳାଶୁଣି ଛକରେ ଟ୍ରକ ଧକ୍କାରେ ମହିଳା ମୃତ,ରାସ୍ତା ପାରି ହେଉଥିବା ସମୟରେ ଟ୍ରକ୍ ଧକ୍କା ଦେଇଥିଲା..
ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିପଜ୍ଜନକ ଷ୍ଟଣ୍ଟ, ନାବାଳକ କଲା ଏମିତି..
କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରା ପଡିଥିବା ଖାଇବା ଷ୍ଟଲ୍ ଉପରେ ଚଢାଉ..ଚଢାଉ ବେଳେ ଅଧିକାଂଶ ଷ୍ଟଲରୁ କୁଇଣ୍ଟାଲ କୁଇଣ୍ଟାଲ ବାସୀଖାଦ୍ୟ ନଷ୍ଟ କରାଯିବା ସହ ଖରାପ ତେଲ ଯାଞ୍ଚ କରି ସମସ୍ତ ଖାଦ୍ୟକୁ ଜବତ କରିଛି ଫୁଡ଼ ସେଫଟି ଟିମ
ସୁବର୍ଣ୍ଣପୁର ସିଏସଓ ସୁରେଶ ପାଣିଗ୍ରାହୀ ଗିରଫ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ବିଭାଗ..
ବଡ ଖବର; ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି..



