ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି..
ନୂଆପଡା : ବଜ୍ରାଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ..
ମୋହନା : ପୋଲ ତଳକୁ ବାଇକ ଖସି ୨ ଯୁବକଙ୍କ ମୃତ୍ୟୁ..
ଜଳେଶ୍ୱର : ବାଇକ୍ରେ ଆସି ସାଇକେଲ ଆରୋହୀଙ୍କ ଠାରୁ ୧ ଲକ୍ଷ ୫ ହଜାର ଲୁଟି ନେଲେ ଦୁର୍ବୃତ୍ତ..
ରାଜ୍ୟରେ ଦୁଇ ଦିନ ଯାଏ ବଜ୍ରପାତ ନେଇ ସତର୍କ ସୂଚନା ଜାରି..
ମଙ୍ଗଳବାର ଓ ବୁଧବାର ରାଜ୍ୟରେ କାଳବୈଶାଖୀ ସମ୍ଭାବନା..
ମଙ୍ଗଳବାର ୧୨ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି..
ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକଙ୍କୁ ସ୍ଥାନୀୟ ଲୋକ ଲହୁଲୁହାଣ କରିବାର ଭିଡିଓ ଭାଇରାଲ..
ଏକାଧିକ ଘଟଣା ନଜରକୁ ଆସିବା ପରେ ଉଦବେଗ ପ୍ରକାଶ କଲେ ପୁରୀ ଏସପି..
ଆଇନକୁ ହାତକୁ ନନେଇ ପୁଲିସକୁ ଖବର ଦେବା ପାଇଁ ସୋସିଆଲ ମିଡିଆରେ ଜନ ସାଧାରଣଙ୍କୁ କଲେ ଅପିଲ୍..
ବାଲେଶ୍ବର ଜିଲ୍ଲା ପଞ୍ଚଲିଙ୍ଗେଶ୍ବର ବିଟ୍ ଅଞ୍ଚଳରେ ବନ କର୍ମଚାରୀଙ୍କୁ ଶିକାରୀର ଗୁଳିମାଡ: ଦୁଇ ଗିରଫ..
ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର: ୪ ନକ୍ସଲ ନିହତ..



