www.samajalive.in
Saturday, December 6, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ସାଢେ ୨ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର ତାପମାତ୍ରା.. ଝାରସୁଗୁଡା ୪୨.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର..

ସମ୍ବଲପୁର ୪୧.୮, ହୀରାକୁଦ ୪୦.୪, ଚାନ୍ଦବାଲି ୩୯.୬ ଡିଗ୍ରୀ, ଭୁବନେଶ୍ୱର ୩୯.୪,କେନ୍ଦୁଝର ୩୮, ବାଲେଶ୍ୱର ୩୭.୨ ଡିଗ୍ରୀ..

- Advertisement -

ଏ ବର୍ଷ ପାୱାର କଟ୍‌‌ ହେବନି – ଶକ୍ତି ମନ୍ତ୍ରୀ ପ୍ରତାପ ଦେବ.. ଗ୍ରାମାଞ୍ଚଳରେ ମଧ୍ୟ ବିଜୁଳି କାଟ୍‌‌ ହେଉନି, ଯାନ୍ତ୍ରିକ ତ୍ରୁଟି ପାଇଁ ଯଦି ଯାଉଥିବ..

ଆମ ପାଖରେ ପର୍ଯ୍ୟାପ୍ତ ବିଜୁଳି ଅଛି କହିଲେ ଶକ୍ତି ମନ୍ତ୍ରୀ..

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୭,୮୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି.. ୨୨୩ ଦିନ ପରେ ଏହା ସବୁଠାରୁ ଅଧିକ ମାମଲା..

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାନ୍ଦିଆଠାରେ ଥିବା ବେଦାନ୍ତ ଫେକର କମ୍ପାନୀରେ ଶ୍ରମିକ ଅଶାନ୍ତି ଓ ଉତ୍ତେଜନା .. ୧୪୪ ଧାରା ଜାରି ..

୧୫ ଦିନ ପୂର୍ବରୁ ଫରନେସରୁ ଅଗ୍ନି ସଂଯୋଗ ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା..

ମଙ୍ଗଳବାର ଦୁଇ ଜଣ କର୍ମଚାରୀ ଅନୁରୂପ ଭାବେ ନିଆଁରେ ପୋଡିଯାଇ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି..

ଏହାକୁ ନେଇ ଫେକରରେ ଶ୍ରମିକ ଅଶାନ୍ତି ଓ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି..

ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ପରଲୋକ ..

୯୯ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି..

ସେ ୧୯୬୨ରୁ ୨୦୧୨ ପର୍ୟ୍ୟନ୍ତ ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଥିଲେ..

ଆଇପିଏଲ କ୍ରିକେଟ : ଆଜି ଚେନ୍ନଇ ବନାମ ରାଜସ୍ଥାନ..

ବିଜୟ ଲକ୍ଷ୍ୟରେ ଦୁଇ ଦଳ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories