ଦିନ ୪ଟା ମୁଖ୍ୟ ଖବର
ଆଇନକ୍ସର ବଡ଼ ଘୋଷଣା: ଅଲିମ୍ପିକ୍ ପଦକ ବିଜେତାଙ୍କୁ ଆଜୀବନ ମାଗଣା ଫିଲ୍ମ ଦେଖାଇବ
ନବରଙ୍ଗପୁର ଗସ୍ତରେ ୫ଟି ସଚିବ
ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ମାଆ,ପୁଅଙ୍କ ଆତ୍ମାହୁତି ଉଦ୍ୟମ; କିରୋସିନି ବୋତଲ ଧରି ନିଆଁ ଲଗାଉଥିବା ବେଳେ କାବୁ କଲା ପୁଲିସ
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ; ମୋଟ ୧୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ସରକାର; ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି
ଆରପାରିରେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ
ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ
ଉତ୍ତର ପ୍ରଦେଶରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ଦ୍ରୁତଗାମୀ ଟ୍ରକ ମାଡିଯିବାରୁ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ; ଦୁର୍ଘଟଣାରେ ୨୦ରୁ ଅଧିକ ଆହତ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ
ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୩୯%
କରୋନାରୁ ଏପର୍ୟ୍ୟନ୍ତ ମୋଟ ୩,୦୬,୬୩,୧୪୭ ଜଣ ଆରୋଗ୍ୟ ହୋଇସାରିଥିବାବେଳେ ସଂପ୍ରତି ୩,୯୯,୪୩୬ ଜଣ ସକ୍ରିୟ ସଂକ୍ରମିତ
ଦୈନିକ ସଂକ୍ରମଣ ହାର ୨.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬%
ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୬.୦୯ କୋଟି ନମୁନା ପରୀକ୍ଷା ; ଏହି ସମୟ ମଧ୍ୟରେ ମୋଟ ୪୪.୬୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି
ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫
ମୋଟ ୧୫୭୯୭୬୩୦ ନମୁନା ପରୀକ୍ଷା କରାଯାଇସାରିଛି ଏବଂ ସେଥିମଧ୍ୟରୁ ୯୭୨୫୧୭ ଜଣ ସଂକ୍ରମିତ ଚିହ୍ନଟ
୯୪୯୩୫୦ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୧୭୪୧୧ ଜଣ ସକ୍ରିୟ ସଂକ୍ରମିତ
ଆଜି ରାତି ୮ଟାରେ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍
ରାଜ୍ୟରେ ଗତ ମଙ୍ଗଳବାର ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଏଥିସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧି ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ
କରୋନା ସଂକ୍ରମଣଠୁ ବଳି ଗଲାଣି ଡେଙ୍ଗୁ ; ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ହେଉଛନ୍ତି ଆକ୍ରାନ୍ତ
ବିକାଶ ଦୁବେର ମୂର୍ତ୍ତି ସ୍ଥାପନ କରିବ ବ୍ରାହ୍ମଣ ମହାସଭା
ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ; ନାନଜିଂ ସହର ବନ୍ଦ
ଆମେରିକା ସମୁଦ୍ର ଉପକୂଳରୁ ମିଳିଲା ବିରଳ ଦୁଇମୁଣ୍ଡିଆ କଇଁଛ
ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ୍ ଟିକାକରଣ
ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ
ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୀରାବାଈ
ଆସାମ-ମିଜୋରାମ ହିଂସା ନିୟନ୍ତ୍ରଣାଧୀନ
ବିଶ୍ବ ଐତିହ୍ୟ ତାଲିକାରେ ଧୋଲାବିରା
କାମଳର ମୃତ୍ୟୁ ଫାଶ, ଅଧ ମିନିଟ୍ରେ ଗୋଟିଏ ଜୀବନ
ପୁରୁଷ ହକି – ସ୍ପେନକୁ ୩-୦ରେ ହରାଇଲା ଭାରତ
Comments are closed.