www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଦେଶରେ ମିଳିଲା ୨୦ ହଜାର ବର୍ଷ ପୁରୁଣା 3D ମ୍ୟାପ୍

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ଫ୍ରାନ୍ସର ଏକ ଗୁମ୍ଫାରେ ଏକ ଥ୍ରୀଡି ମ୍ୟାପର ସନ୍ଧାନ କରିଛନ୍ତି ଯାହା ବିଶ୍ବର ସବୁଠାରୁ ପୁରୁଣା ଥ୍ରୀଡି ମ୍ୟାପ୍ କୁହାଯାଉଛି । ଏହା ପ୍ରାୟ ୨୦ ହଜାର ବର୍ଷୁ ପୁରୁଣା । ପ୍ୟାରିସର ଦକ୍ଷିଣରେ ସ୍ୟାଣ୍ଡଷ୍ଟୋନ୍ ମାସିକ ଗୁମ୍ଫାରେ ଅନେକ ଚକିତ କରିଦେବା ଭଳି ଜିନିଷ ମିଳିଛି ।

ପ୍ରତ୍ନତତ୍ତ୍ବବିତ୍ ଏହାକୁ ପ୍ରାୟ ୨୦ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରୁଛନ୍ତି । ମେଡାର୍ଡ ଥିରି ଏବଂ ଏନ୍ଥନୀ ମିଲ୍ସଙ୍କ ନେତୃତ୍ବରେ ଚାଲିଥିବା ଏହି ଗବେଷଣାରୁ ଜଣାପଡିଛି କି ମଣିଷମାନେ ଗୁମ୍ଫାକୁ ସାବଧାନତାର ସହ ଡିଜାଇନ୍ କରିଛନ୍ତି ଯାହା ଫଳରେ ଜଙ୍ଗଲ, ରାସ୍ତା, ହ୍ରଦ ଆଦି ସ୍ପଷ୍ଟ ଭାବେ ଜଣାପଡୁଛି ।  ଅର୍ଥାତ୍ ମ୍ୟାପରେ ପାଣି ପ୍ରବାହିତ ହେଉଛି, ରାସ୍ତା, ଏପରିକି ପାହାଡ ମଧ୍ୟ ଥ୍ରୀଡି ଭାବେ ଜଣାପଡୁଛି । ଗୁମ୍ଫାରେ ଘୋଡା ଓ ଅନ୍ୟ କିଛି ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories