www.samajalive.in
Saturday, December 6, 2025
16.1 C
Bhubaneswar

ଜୁନ୍‌ ୧୫କୁ ଅପେକ୍ଷା ; ୧୨ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ,ଗୁରୁ,ବୁଧ : ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହଠାତ୍‌ ମିଳିବ ଏସବୁ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁନ୍‌ ୨୦୨୫ରେ ସୂର୍ଯ୍ୟ, ବୁଧ ଓ ଗୁରୁଙ୍କର ଏକ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ ହେବାକୁ ଯାଉଛି । ଏହା ଅତ୍ୟନ୍ତ ଶୁଭ ସଂଯୋଗ ବୋଲି ମଧ୍ୟ କୁହାଯାଏ । ପ୍ରାୟ ୧୨ ବର୍ଷ ପରେ ୧୫ ଜୁନ୍‌ରେ ମିଥୁନ ରାଶିରେ ଗୁରୁ, ସୂର୍ଯ୍ୟ ଓ ବୁଧ ଏକାଠି ହେବେ । ଏହାଦ୍ୱାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ହଠାତ୍‌ ପରିବର୍ତ୍ତନ ହେବ । ଏହି ରାଶିର ବ୍ୟକ୍ତି ବିଶେଷ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ ବରଂ ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଆର୍ଥିକ କ୍ଷେତ୍ରରେ ହଠାତ୍‌ ପରିବର୍ତ୍ତନ ହେବ । ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି ସହ ନୂଆ ନୂଆ ସଫଳତା ମିଳିବ । ଜାଣନ୍ତୁ..

ମିଥୁନ- ଏହି ରାଶିଙ୍କୁ ହଠାତ୍‌ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ । ନୂଆ ଦାୟିତ୍ୱ, ବ୍ୟବସାୟରେ ବଡ ସଫଳତା ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ନିବେଶ କରି ଲାଭବାନ୍‌ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ । ଅଟକି ଥିବା କାମ ପୂରଣ ହେବ । ନୂଆ ସୁଯୋଗ ପାଇବେ ।

- Advertisement -

କର୍କଟ- କର୍ମକ୍ଷେତ୍ରରେ ନୂଆ ନୂଆ ସଫଳତା ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଟଙ୍କା ନିବେଶ କରିବେ । ମାନସିକ ଶାନ୍ତି ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସମ୍ପର୍କରେ ମଧୁରତା ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କର ବିବାହର ଯୋଗ ରହିଛି ।

କନ୍ୟା- ବ୍ୟବସାୟରେ ଉନ୍ନତି ହେବ । ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ କାମ ଆରମ୍ଭ କରିବେ । ମାନସିକ ଶାନ୍ତି ମିଳିବ । ସଠିକ୍‌ ନିଷ୍ପତ୍ତି ନେବେ ।

ଘରୋଇ କମ୍ପାନୀର ନିଦ ହଜାଇଲା ବିଏସଏନଏଲ; ମାତ୍ର ଏତିକି ଟଙ୍କାରେ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌..

ଭାରତରେ ଲଞ୍ଚ ହେଲା ୱାନ୍‌ ପ୍ଲସ୍‌ର ଏହି ଫୋନ୍‌ : ଆଇଫୋନ୍‌ ଠାରୁ ଆରମ୍ଭ କରି ଏସବୁ ଫୋନ୍‌କୁ ଦେଉଛି ଟକ୍କର, ଜାଣନ୍ତୁ ଦମ୍‌ଦାର୍‌ ଫିଚର୍‌

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories