www.samajalive.in
Monday, December 15, 2025
26.1 C
Bhubaneswar

କଣ୍ଟିଆପଡାରେ ୩୨ ହାତୀ

ପାଟଣା: ପାଟଣା ବନାଞ୍ଚଳ କଣ୍ଟିଆପଡା ଜଙ୍ଗଲରେ ୩୨ଟି ବଣୁଆ ହାତୀ ଡେରା ପକାଇଛନ୍ତି। ଏହି ଦଳରେ ୧୩ଟି ଦନ୍ତା, ୧୨ଟି ମାଈ ହାତୀ ଓ ୭ଟି ଛୁଆ ହାତୀ ଥିବା ଜଣାପଡିଛି ।ଏହି ହାତୀପଲ କିଛି କ୍ଷୟକ୍ଷତି କରି ନ ଥିବା ବେଳେ ସୋମବାର ସନ୍ଧ୍ୟାରେ ପଦ୍ମପୁର ଜଙ୍ଗଲମୁହାଁ ହେଉଥିବା ଜଣାପଡିଛି। ବନରକ୍ଷୀ ଡଲି ରାଣୀ ସାହୁ ଓ ପାରା କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories