www.samajalive.in
Monday, December 8, 2025
14.1 C
Bhubaneswar

ଦିନ ୩ଟା ମୁଖ୍ୟ ଖବର

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମ ବେଶ,ବଡସିଂହାର ବେଶରେ ପଦ୍ମ ଫୁଲରେ ବିଭୂଷିତ ବଡ ଠାକୁର..

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍,କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି, ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତ ଶ୍ରେଣୀକୁ ବଜେଟରେ ଗୁରୁତ୍ଵ ଦିଆଯାଇଥିବା କହିଛନ୍ତି..

- Advertisement -

ବଜେଟରେ ଜ୍ଞାନ(GYAN) ଅର୍ଥାତ ଗରିବ, ଯୁବ, ଅନ୍ନଦାତା ଏବଂ ନାରୀଶକ୍ତିକୁ ଗୁରୁତ୍ଵ। ତା’ଛଡ଼ା ଅଭିବୃଦ୍ଧି, ଭିତ୍ତିଭୂମି ଏବଂ ମଧ୍ୟବିତ୍ତଙ୍କୁ ଦିଆଯାଇଛି ପ୍ରାଧାନ୍ୟ।

କିଷାନ କ୍ରେଡିଟ କାର୍ଡ ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ।

ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍‌

ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼।

ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ଟିକସ ବିଧେୟକ।

ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି।

ଆୟକର ଦାଖଲ ସୀମା ୨ରୁ ୪ ବର୍ଷକୁ ବୃଦ୍ଧି, ପୂର୍ବ ୪ ବର୍ଷର ଆୟକର ରିଟର୍ନ ଦାଖଲ ଏକସଙ୍ଗେ କରିପାରିବେ..

ବଜେଟ୍‌ରେ ଶସ୍ତା ; କର୍କଟ ରୋଗ ଔଷଧ, ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ, ୫୬ଟି ଜୀବନରକ୍ଷାକାରୀ ଔଷଧ, ଟିଭି
ବ୍ୟାଟେରୀ କାର୍ (ଇ-କାର୍‌), ମୋବାଇଲ୍ ଓ ମୋବାଇଲ୍ ଉପକରଣ, ଏଲଇଡି ଓ ଏଲଇଡି ଟିଭି, କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ ), ବୈଦ୍ୟୁତିକ ଉପକରଣ, ମେଡିକାଲ ଉପକରଣ, ଲିଥିୟମ ଆୟନ ବ୍ୟାଟେରୀ, ଚମଡା ଜ୍ୟାକେଟ୍‌, ସାମୁଦ୍ରିକ ଖାଦ୍ୟ..

ବଜେଟ୍‌ରେ ମହଙ୍ଗା ; ଫ୍ଲାଟ ପ୍ୟାନେଲ ଡିସପ୍ଲେ, ପ୍ଲାଷ୍ଟିକ୍ ଜାତ ଉପକରଣ, ନିଟେଡ୍ ଫାବ୍ରିକ୍‌, ପ୍ଲାଟ୍ ସ୍କ୍ରିନ୍ ଟିଭି..

ଆଜିଠୁ ସବୁ ଟୋଲ ଗେଟ୍‌ରେ ନିୟମ ଲାଗୁ: ଗାଡ଼ି ବୀମା ନଥିଲେ ଜୋରିମାନା..

ଆଜିଠୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ, ସପ୍ତାହରେ ୩ ଦିନ ଉଡ଼ାଣ ଭରିବ..

କମିଲା ୧୯ କେଜି ଏଲପିଜି ସିଲିଣ୍ଡର ଦର , ୧୯ କେଜି ଗ୍ୟାସ୍ ସିଲିଣ୍ଡର ପିଛା ୭ ଟଙ୍କା କମିଲା..

ଫେବୃଆରୀରେ ଅତ୍ୟନ୍ତ ଦୁର୍ଲ୍ଲଭ ତ୍ରିଗ୍ରହୀ ଯୋଗ; ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶନିଦେବ, ସବୁ ଚିନ୍ତା ଦୂର ସହ ହେବେ ମାଲାମାଲ୍‌..

ବଜେଟ୍‌ ୨୦୨୫-୨୬; କ’ଣ ଶସ୍ତା, ମହଙ୍ଗା

ଘୁଙ୍ଗୁଡି ମାରୁଛନ୍ତି କି? ମଧୁମେହ ସହ ହୃଦରୋଗର ରହିଛି ବିପଦ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories