ଦ୍ୱାରଶୁଣି : ମୟୁରମଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଲଘୁଚାପ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଯୋଗୁଁ ଅଲାଗୁଞା ଗ୍ରାମର ରତ୍ନକର ଗିରି (୩୦)ଓ ପଥରଖମ ଗ୍ରାମର ସୁକୁମାରୀ ପତ୍ର(୭୦) ଉଭୟ ନିଜ ନିଜ ଘରେ ଶୋଇଥିବା ବେଳେ କାନ୍ଥ ପଡି ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସେମାନଙ୍କର ମୁତ୍ୟୁ ଘଟିଛି।
Popular Categories



