୨୨ନଂ ଜୋନରେ ବିଜେଡିର ସୌଭାଗ୍ୟ ମଞ୍ଜରୀ ବିଜୟୀ

ପାଟଣା : ପାଟଣା ବ୍ଲକ ୨୨ ନଂ ଜୋନରେ ବିଜୁ ଜନତା ଦଳର ସୌଭାଗ୍ୟ ମଞ୍ଜରୀ ନାଏକ ୧୦ ହଜାର ୮୪୭ ଖଣ୍ଡ ଭୋଟ ପାଇ ୨୧୮୬ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦଶମତୀ ଚାତାର ଙ୍କୁ ୮୬୬୧ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାଏକଙ୍କୁ ୭୮୬ ଖଣ୍ଡ ଭୋଟ ମିଳିଥିବା ବେଳେ ୬୧୭ ଖଣ୍ଡ ଭୋଟ ନାକଚ ଯାଇଛି।
Comments are closed.