www.samajalive.in
Sunday, December 14, 2025
26.1 C
Bhubaneswar

ଅଭୁତପୂର୍ବ ସଫଳତା : ବହୁତ୍‌ ଆଗରେ ଢୋଲକିଆ

ନୂଆପଡା: ନୂଆପଡାରେ ବିଜେପିକୁ ଅଭୁତପୂର୍ବ ସଫଳତା ମିଳିଛି। କଂଗ୍ରେସ ଓ ବିଜେଡିକୁ ବହୁ ପଛରେ ପକାଇଛି ବିଜେପି। ଘାସିରାମ ଏବଂ ସ୍ନେହାଙ୍ଗିନୀଙ୍କ ମୋଟ୍ ଭୋଟ୍‌ଠାରୁ ବି ଜୟ ଢୋଲକିଆଙ୍କୁ ବହୁ ଅଧିକ ଭୋଟ୍ ମିଳିଛି। ୨୧ ରାଉଣ୍ଡ ସୁଦ୍ଧା ବହୁ ଆଗରେ ବିଜେପି। ୬୯୨୨୫ ଭୋଟରେ ଆଗରେ ରହିଛନ୍ତି ଜୟ ଢୋଲକିଆ। ଜୟ ଢୋଲକିଆଙ୍କୁ ୧, ୦୩୦୮୩ ଭୋଟ୍ ମିଳିଛି। ସ୍ନେହାଙ୍ଗିନୀଙ୍କୁ ୩୨୦୫୨ ଭୋଟ୍ ମିଳିଥିବାବେଳେ ଘାସିରାମ ମାଝୀଙ୍କୁ ୩୩୮୫୮ ଭୋଟ୍ ମିଳିଛି। ପ୍ରଶାନ୍ତ କିଶୋରଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories