www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡି ଟେଣ୍ଡରେ ଖାଁ ଖାଁ

ନୂଆପଡା: ନୂଆପଡା ଉପନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗଣତି ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧.୦୩୦୮୩ ଭୋଟରେ ଆଗୁଆ ରହି ପ୍ରଥମ ସ୍ଥାନରେ ରହିଥିବା ବେଳେ ୩୩,୫୮୫ ଭୋଟ ପାଇ ଦ୍ୱିତୀୟରେ ରହିଛନ୍ତି କଂଗ୍ରେସର ଘାସିରାମ ମାଝୀ ।

ସବୁଠାରୁ ଆଶର୍ଯ୍ୟର କଥା ହେଲା ପୂର୍ବରୁ ବିଜେଡି ଦଖଲରେ ଥିବା ନୂଆପଡା ଏବେ ତୃତୀୟ ସ୍ଥାନରେ ରହିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୨.୦୫୨ଭୋଟ ପାଇ ତୃତୀୟରେ ରହିଛନ୍ତି । ବିଜେଡିର ଶୌଚନୀୟ ପରାଜୟ ହେଉଥିବାରୁ ନୂଆପଡା ସ୍ଥିତ ନ୍ୟାସନାଲ କଲେଜରେ ବିଜେଡି ଟେଣ୍ଡରେ ପୁରା ଖାଁ ର୍ଖା ପରିସ୍ଥିତି ଦେଖିବାକୁ ମିଳିଛି । ଜଳଖିଆ, ବିସ୍କୁଟ, ମିଠା ସବୁ ପ୍ରସ୍ତୁତ ରହିଥିଲା, ହେଲେ ଦଳୀୟ କର୍ମୀ କି ନେତା କାହାର ବି ଦେଖା ନଥିଲା ।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories