ବରଗଡ: ବରପାଲିରେ ଗାଡି ଯାଞ୍ଚ ବେଳେ ଏକ କାରରୁ ୧୯ ଲକ୍ଷ ଟଙ୍କା ଜବତ ହୋଇଛି। ବିଜେପୁର ଉପନିର୍ବାଚନ ପାଇଁ ଗତ ଗୁରୁବାର ରାତିରେ ଗାଡି ଯାଞ୍ଚ ଚାଲିଥିଲା। ଛତିଶଗଡ ବଗବାହାଡାରୁ ଆସୁଥିବା ଏକ କାରରୁ ପୁଲିସ ଏହି ଟଙ୍କା ଜବତ କରିଥିଲା। ପଚରାଉଚରା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁଲିସ ଛାଡି ଦେଇଥିବା ଜଣାପଡିଛି।
Popular Categories



