www.samajalive.in
Sunday, December 14, 2025
23.1 C
Bhubaneswar

୧୮ ରାଉଣ୍ଡ ସୁଦ୍ଧା ୫୯ ହଜାରରୁ ଅଧିକ ଭୋଟ ଆଗରେ ଜୟ

ନୂଆପଡା: ନୂଆପଡାରେ ବଡ ବିଜୟ ଲକ୍ଷ୍ୟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୧୮ ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ ଆଗରେ ରହିଛନ୍ତି । ଏହାରି ଭିତରେ ହଠାତ୍ ଆଗେଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟପିଯାଇଛନ୍ତି ।
୧୮ ରାଉଣ୍ଡ ସୁଦ୍ଧା ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ୍‌ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଜୟ ଢୋଲକିଆଙ୍କୁ ୮୮,୨୭୮ ଭୋଟ୍ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନକୁ କଂଗ୍ରେସ ଉତ୍ତୀର୍ଣ୍ଣ ହୋଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ୨୮,୩୬୬ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୭,୪୩୮ ଭୋଟ୍ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories