www.samajalive.in
Friday, December 5, 2025
20.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସରିଲା ନବଦିନାତ୍ମକ ଯାତ୍ରା..

ବଡ ଦେଉଳକୁ ବାହୁଡିଲେ ତିନି ଠାକୁର..

- Advertisement -

ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ , ଆଜିଠୁ ମିଳିବ ନୀଳାଚଳ ଅବଢା..

ନୂଆଦିଲ୍ଲୀ: ନିଟ୍ ୟୁଜି ଫଳାଫଳ ପ୍ରକାଶ, ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ ଅନୁସାରେ ପରୀକ୍ଷା ଫଳ ପ୍ରକାଶ କଲା ଏନଟିଏ..

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ..

କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ..

ଦୁଇ ଦିନ ତଳେ ଅସୁସ୍ଥ ହୋଇ ଆଇସିୟୁରେ ହୋଇଥିଲେ ଭର୍ତ୍ତି..

ଭୁବନେଶ୍ଵର: ବଦଳିଲା କ୍ରୀଡ଼ା ପୁରସ୍କାର ନାଁ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ରାଜ୍ୟ କ୍ରୀଡ଼ା ପୁରସ୍କାର..

କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ..

ରବିବାର ଗୁରୁ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ ;ଏହି ରାଶିଙ୍କ ଚମକିବ ଭାଗ୍ୟ, ମିଳିବ ବଡ ସଫଳତା..

ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର..

ବୌଦ୍ଧରେ ବସ୍ ଦୁର୍ଘଟଣା: ବାମଣ୍ଡା ସୁନାଖାଇ ବ୍ରିଜ୍ ତଳକୁ ଖସିଲା ବସ୍ , ୪୦ରୁ ଅଧିକ ଯାତ୍ରୀ ଆହତ..

ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି..

ମାଲକାନଗିରିରେ ଲଗାଣ ବର୍ଷାର ପ୍ରଭାବ..

ବୁଡିଲା ଚିତ୍ରକୋଣ୍ଡାର କାଙ୍ଗୁରକୋଣ୍ଡା ବ୍ରିଜ୍ ..

ପୋଲ ଉପରେ ଦୁଇରୁ ତିନି ଫୁଟର ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ..

ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତ..

ଏବେ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୦ କିମି ଦୂରରେ ଅବପାତ..

ପ୍ରଭାବରେ ୨୩ ତାରିଖ ଯାଏଁ ହେବ ପ୍ରବଳ ବର୍ଷା..

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ..

ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..

ମାଲକାନଗିରି: ବର୍ଷା ଯୋଗୁ ମାଲକାନଗିରି ଜିଲା ବଣ୍ଡାଘାଟିରେ ଧସିଲା ପାହାଡ଼..

ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଜାମ, ଅଣ୍ଡ୍ରାହାଲ ଏବଂ ମୁଦୁଲିପଡ଼ା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ..

ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା, ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା..

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ..

ଭୁବନେଶ୍ଵର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ..

ହୀରାକୁଦ ଜଳଭଣ୍ଡାରରେ କ୍ଷମତାଠାରୁ ୧୧ ଫୁଟ ତଳେ ରହିଛି ଜଳସ୍ତର.

ଆଗାମୀ ଦୁଇଦିନ ବର୍ଷା ହେଲେ ଜଳଭଣ୍ଡାର ସ୍ଥିତି ସୁଧୁରିବ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ..

ବଲାଙ୍ଗୀର: ବଲାଙ୍ଗୀର ଜିଲା ଲାଖପାଲିରେ ଝାଡ଼ାବାନ୍ତି ଯୋଗୁ ୨ ଜଣଙ୍କ ମୃତ୍ୟୁ, ଦୂଷିତ ଜଳ ଯୋଗୁ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା..

ଦେଖନ୍ତୁ ଭିଡ଼ିଓ; ଶ୍ରେଣୀଗୃହରେ ଥିଲେ ପିଲା, ଅଚାନକ ଭୁଶୁଡିଲା କାନ୍ଥ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories