ନୂଆପଡା ସଦର ରେଞ୍ଜ୍ ଜାମୁସାଲେଭଟାରେ ବାଘ ଆତଙ୍କ.. ଗାଁକୁ ଆସି ବଳଦକୁ ଟାଣି ନେଲା ବାଘ.. ବନ ବିଭାଗ ପକ୍ଷରୁ କରାଗଲା ସଚେତନ
ମଙ୍ଗଳବାର ଦିଲ୍ଳୀର ନରେଲା ଅଞ୍ଚଳରେ ଏକ ପାଇପ କାରଖାନାରେ ଭୀଷଣ ଘଟିଛି ଅଗ୍ନିକାଣ୍ଡ .. ଅଗ୍ନିକାଣ୍ଡରେ ଦୁଇ ଜୀବନ୍ତ ଦଗ୍ଧ .. ୩ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ଗୁଜରାଟରେ ଝୁଲାପୋଲ ଛିଡ଼ିବା ଘଟଣା… ଆଜି ମୋର୍ବି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ… ଘଟଣାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ କରିବେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ… ପୀଡ଼ିତଙ୍କ ପରିବାରଙ୍କୁ ଦିଆଯିବ ପ୍ରାଧାନ୍ୟ… ସମସ୍ତ ସରକାରୀ ସହାୟତା ପହଞ୍ଚାଇବାକୁ ଦିଆଯିବ ଗୁରୁତ୍ୱ…
କଇଁଛଙ୍କ ସୁରକ୍ଷା ପାଇଁ ମୁହାଣରେ ଲାଗିଲା ମାଛଧରା କଟକଣା… ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିବାକୁ ମିଳିବନି ଅନୁମତି… ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖ ଅଞ୍ଚଳରେ ଧରାଯିବନି ମାଛ… ଡଙ୍ଗା, ଟ୍ରଲର ଓ ଭେସେଲ ଚଳାଇବାକୁ ବାରଣ… ଆଜିଠୁ ମେ’ ୩୧ ତାରିଖ ଯାଏଁ ମାଛଧରା ମନା…
ଥମୁନି ରୁଷ-ୟୁକ୍ରେନ୍ ଯୁଦ୍ଧ… ୟୁକ୍ରେନ ରାଜଧାନୀ କିଭରେ ରୁଷିଆର ମିଜାଇଲ ଆକ୍ରମଣ… ମିଜାଇଲ ମାଡ଼ରେ କିଭର ୮୦% ଅଞ୍ଚଳ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ… ଅନ୍ଧାରରେ କିଭବାସୀ… ବିଦ୍ୟୁତ୍ ନଥିବା ଯୋଗୁଁ ଅଧିକାଂଶ ଘରୁକୁ ପହଞ୍ଚିପାରୁନି ସପ୍ଲାଏ ପାଣି…
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ମୋରବୀ ପୋଲ ଅଘଟଣ ମାମଲା.. ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର… ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ… ସକାଳ ୬ଟାରୁ ୯ଟା ଯାଏଁ ପ୍ରବେଶ ପାଇଁ ଅନୁମତି… ଯଶିପୁର କାଳିଆଣି ଗେଟ୍ ଦେଇ ଶିମିଳିପାଳକୁ ଯାଇପାରିବ ୩୫ ଗାଡ଼ି… ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ି କରିପାରିବ ପ୍ରବେଶ…



