www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଗୁରୁବାର ବିଧାନସଭାରେ ଉପସ୍ଥାପନ ହେବ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟ୍ ..

ଅପରାହ୍ନ ୫ଟାରେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ..

- Advertisement -

ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ..

ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ଯାତ୍ରା, ଗୁରୁବାର ଅପରାହ୍ନରେ ଛତିଶଗଡ ମୁହାଁ ହେବ ଯାତ୍ରା..

ଗୁରୁବାର ପାକିସ୍ତାନରେ ସାଧାରଣ ନିର୍ବାଚନ..

ବାଲାଟ୍ ପେପରରେ ହେଉଛି ଭୋଟିଂ , ସୁରକ୍ଷା ବ୍ୟବସ୍ଥା କଡାକଡି..

ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ..

ମାଘରେ ବାଘ ଖରା: ଉପାନ୍ତରୁ ଉପକୂଳ ସବୁଠି ଦିନ ଓ ରାତିର ତାପମାତ୍ରାରେ ବୃଦ୍ଧି..

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ରହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

ବାଲେଶ୍ବରରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା: ୧୫ ଯାତ୍ରୀ ଆହତ..

ଗୁରୁବାର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି ..

ଗୁରୁବାରଠାରୁ ଫେବୃଆରୀ ୧୫ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ..

ଗୁରୁବାର ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ..
କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଓ ଢେଙ୍କାନାଳ ଜିଲାର ୯୬୦ ବରିଷ୍ଠ ନାଗରିକ ଓ ୪୦ ଏସକର୍ଟ ଅଧିକାରୀଙ୍କୁ ନେଇ ତିରୁପତି ଭେଲୁର ଅଭିମୁଖେ ଯାତ୍ରା କରିବ..

ଗୁରୁବାରଠୁ ନିୟମିତ ଚାଲିବ ପୁରୀ-ସୁବର୍ଣ୍ଣପୁର ସାପ୍ତାହିକ ଏକ୍ସପ୍ରେସ..

ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରୁ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍..

ସିସି ଟିଭିରେ କଏଦ ହେଲା ଦୃଶ୍ୟ..

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ..

ଆଜିଠୁ ଫେବୃଆରୀ ୧୫ ଯାଏଁ ନାମାଙ୍କନ ଦାଖଲ..

୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର..

୨୭ ତାରିଖ ସକାଳ ୯ଟାରୁ ୪ଟା ଯାଏଁ ଭୋଟିଂ..

କଲମପୁରରେ ପାଗଳ କୁକୁର କାମୁଡ଼ାରେ ଜେଜେମା ଏବଂ ନାତି ଗୁରୁତର..

ଟିଟିଲାଗଡ଼ : ଭୁଲ୍‌‌ ଇଞ୍ଜେକ୍ସନ ଯୋଗୁଁ ଶିଶୁ ଓ ମାତୃ ଡାକ୍ତରଖାନାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories