www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନୀଳଗିରିରେ ରାସ୍ତାତଳକୁ ଖସିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ..

ମାଲକାନଗିରିରେ ବାହାଘର ଭୋଜି ଖାଇ ଜଣେ ମୃତ, ୪ ଗୁରୁତର..

- Advertisement -

କେନ୍ଦୁଝର ରେଙ୍ଗାଳବେଡା ଛକରେ ବାଇକ୍ କୁ ଧକ୍କା ଦେଲା ଟ୍ରକ: ପୁଅ ଗୁରୁତର , ବାପା ଆହତ..

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଳକ​‌ରେ ୧୨ ଘଣ୍ଟିଆ ମାଦପୁର ବନ୍ଦ ଡାକରା..

ବଣାଇରେ ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍: ୬ ଆହତ..

ଛତିଶଗଡ଼ର ବିଜାପୁରରେ ନକ୍ସଲଙ୍କ ବର୍ବରକାଣ୍ଡ..

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରର କୋଟମେଟା ଗାଁରେ ବିଜେପି ନେତା ତଥା ଜଣେ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ..

ଆଶାକର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର..

ମାସିକ ପାରିଶ୍ରମିକ ୪,୫୦୦ରୁ ୭ହଜାର ଟଙ୍କାକୁ ବୃଦ୍ଧି..

ସେବାବୃତ୍ତି ପ୍ରୋତ୍ସହନ ରାଶି ୫୦ହଜାରରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି..

ଉପକୃତ ହେବେ ୪୯ହଜାର ୫୨୨ ଆଶାକର୍ମୀ..

କେଜ୍ରିୱାଲଙ୍କୁ କୋର୍ଟ ପକ୍ଷରୁ ସମନ ଜାରି, ମାର୍ଚ୍ଚ ୧୬ରେ ହାଜର ହେବାକୁ ନିର୍ଦ୍ଦେଶ..

ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର..

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ..

ଆଜି ଭାରତ-ଇଂଲଣ୍ଡ ଅନ୍ତିମ ଟେଷ୍ଟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories