ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ୍ କିଷାନ୍ ଟଙ୍କା..
ଆଜିଠୁ ଦିଲ୍ଲୀରେ ରେଖା ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ, ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି..
ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ, ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା..
ଜର୍ମାନୀ ସାଧାରଣ ନିର୍ବାଚନରେ କଞ୍ଜରଭେଟିଭ ଦଳର ବିଜୟ, ବିଜୟ ପରେ ଫ୍ରେଡ୍ରିଜ ମର୍ଜ ଚାନ୍ସେଲର ହେବାର ରାସ୍ତା ଫିଟିଲା..
ସୋସିଆଲ ଡେମୋକ୍ରେଟିକ ଦଳ ପରାଜୟ ସ୍ୱୀକାର କଲା, ଖୁବ ଶୀଘ୍ର ନୂଆ ସରକାର ଗଠନ କରିବେ ଫ୍ରେଡ୍ରିଜ ମର୍ଜ..
ଆଳି ଥାନା ମାଣିକପାଟଣା ଗାଁରେ ଗୋଷ୍ଠୀ ସଂଘର୍ଷ: ଜମି ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୭ ଗୁରୁତର..
ଗୁରୁତରଙ୍କୁ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ କଟକ ବଡ ମେଡିକାଲ ସ୍ଥାନାନ୍ତର ସୂଚନା..
ଦେଖନ୍ତୁ ଭିଡିଓ ; ବାସ୍ ସେହି ମୁହୂର୍ତ୍ତ, ପଡିଆରେ ବିରାଟଙ୍କ ଶତକ ପୂର୍ବରୁ ରୋହିତ ଦେଲେ ଏମିତି ଇସାରା
ପାଟଣା: ପାଟଣା ମସୌର୍ହି ନୋରା ବ୍ରିଜରେ ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ମୃତ..
ପାରଳାଖେମୁଣ୍ଡି: ମଣ୍ଡିରୁ ଧାନ ନଉଠିବାକୁ ନେଇ ତାତିଲେ ଚାଷୀ , କାଶୀନଗର ବ୍ଲକ ଏନଏସି କାର୍ଯ୍ୟାଳୟ ବନ୍ଦ କରି ରାସ୍ତାରୋକ , ଯାତାୟାତ ବାଧାପ୍ରାପ୍ତ..
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି , ତୃତୀୟ ଥର ପାଇଁ ମା ହେଲା ବାଘୁଣୀ ଅଙ୍କିତା..
କେନ୍ଦ୍ରାପଡା : ସ୍କୁଟିକୁ ଧକ୍କା ଦେଲା ଟ୍ରକ ; ସ୍ତ୍ରୀ ମୃତ, ପୁଅ-ସ୍ୱାମୀ ଆହତ..



