ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ; କଡା଼ ସୁରକ୍ଷାରେ ଚାଲିଛି ଭୋଟିଂ, ୪୦ ସିଟ୍ରେ ଚାଲିଛି ମତଦାନ..
୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର, ସେପ୍ଟେମ୍ବର ୨୫ ତାରିଖରେ ଥିଲା ଦ୍ଵିତୀୟ ପର୍ଯ୍ୟାୟ ମତଦାନ..
ଅକ୍ଟୋବର ୫ରେ ପିଏମ କିଷାନ୍ ଟଙ୍କା : ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦୀ..
୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିବ ୧୮ତମ କିସ୍ତି..
ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ଭେଟି : ଜନମନ ଯୋଜନାରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତାର କରିବେ ଶିଳାନ୍ୟାସ..
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଆସନ୍ତା ୬ ତାରିଖରେ ସୃଷ୍ଟି ହେବ ଲୋ ପ୍ରେସର..
ପ୍ରଭାବରେ ୪ ତାରିଖରୁ ଆରମ୍ଭ ହେବ ବର୍ଷା, ୧୦ ଯାଏଁ ବର୍ଷିବା ସମ୍ଭାବନା, ଆଜି ପାଇଁ ୯ ଜିଲ୍ଲାକୁ ବିଜୁଳି , ଘଡଘଡି ସହ ବର୍ଷା ନେଇ ସତର୍କତା..
ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?
ସମ୍ପୂର୍ଣ୍ଣ କୁହୁଡିରେ ଆଚ୍ଛାଦିତ ବଣାଇ ସହର: ଘନ କୁହୁଡି ଯୋଗୁଁ ଦେଖାଯାଉନି ୧୦ ମିଟର ଦୂରରୁ ରାସ୍ତା..
ମାଲକାନଗିରି: କୋରକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୧୦ ଜଣ ଆଣିଲେ ଅନାସ୍ଥା..
ବ୍ଲକ ଅଧ୍ୟକ୍ଷ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ ପତ୍ର ଦାଖଲ..
ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ..
ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହେଲେ ଅଭିନେତା ଗୋବିନ୍ଦା
ଆହତ ଅବସ୍ଥାରେ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି
ଭୁଲବଶତଃ ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଥିବା ସୂଚନା..
ଆଉ ମାତ୍ର ୪୮ ଘଣ୍ଟା ; ଏହି ୪ ରାଶିଙ୍କର ଜୀବନରେ ହେବ ବଡ ପରିବର୍ତ୍ତନ..
ଧିରେ ଧିରେ ସ୍ଵାଭାବିକ ହେଉଛି ଭଦ୍ରକ ସ୍ଥିତି: ଆଜି ଧାମନଗର ଯାଇ ସମୀକ୍ଷା କରିବେ ଡିଜିପି, ଜିଲ୍ଲାପାଳ ଓ ଏସପିଙ୍କ ସହ କରିବେ ଆଲୋଚନା, ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହେଲେଣି ୨୭ ଜଣ, ଧାମନଗରର କିଛି ସ୍ଥାନରେ କର୍ଫ୍ୟୁ କୋହଳ..
୪ ଦିନ ଧରି ବାଙ୍ଗିରିପୋଷି ଘାଟିରେ ରାସ୍ତା ଜାମ୍ ପରେ ତତ୍ପର ପ୍ରଶାସନ : ଘାଟିରେ ଭାରିଯାନ କଟକଣା ନେଇ ବାଙ୍ଗିରପୋଷି ଏବଂ ବିଷୋଇ ଥାନା ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି, ପ୍ରତି ଦେଢ ଘଣ୍ଟା ବ୍ୟବଧାନରେ ଭାରୀ ଯାନ ଛାଡିବା ଓ ଘାଟିର ଉଭୟ ପାର୍ଶ୍ବରେ ପୁଲିସ ମୁତୟନ ନିର୍ଦେଶ..
ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ : ବସିଲା କମିଶନଙ୍କ ପ୍ରଥମ ବୈଠକ..
ଆହ୍ବାନ କରାଯିବ ସତ୍ୟପାଠ, ଆଜି ପ୍ରକାଶ ପାଇବ ବିଜ୍ଞପ୍ତି, ୨୧ ଦିନ ପର୍ଯ୍ୟନ୍ତ ଗ୍ରହଣ କରାଯିବ ସତ୍ୟପାଠ, ଯାଞ୍ଚ ପରେ ସାକ୍ଷ୍ୟ ଗ୍ରହଣ, ପୁଙ୍ଖଳାନୁପୁଙ୍ଖ ତଦନ୍ତ ପରେ ସରକାରଙ୍କୁ ଦିଆଯିବ ରିପୋର୍ଟ..
ଗ୍ରାହକଙ୍କୁ ଝଟକା : ମାସ ଆରମ୍ଭରୁ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର, ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବୃଦ୍ଧି..
ଭଦ୍ରକ ଧାମନଗରରେ ପହଞ୍ଚିଛନ୍ତି ପୁଲିସ ଡିଜି ୱାଇ.ବି ଖୁରାନିଆ..



