ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?

ନୂଆଦିଲ୍ଲୀ : କଇଁଛ ଓ ଠେକୁଆଙ୍କ କାହାଣୀ ତ ନିଶ୍ଚୟ ଶୁଣିଥିବେ । ଏହି କାହାଣୀ ଏକ ଶିକ୍ଷଣୀୟ କାହାଣୀ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ବେଶ ମନଛୁଆଁ ହୋଇଥାଏ । ନିକଟରେ ଠେକୁଆ ଓ କଇଁଛର ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ପୁଣି ଥରେ ଏହି କାହାଣୀକୁ ମନେ ପକାଇ ଦେଇଛି। ଭିଡିଓରେ ଦେଖି ପାରିବେ କିଛି ଲୋକେ ଠେକୁଆ ଓ କଇଁଛର ଦୌଡ ପ୍ରତିଯୋଗିତାର ଏକ ଆୟୋଜନ … Continue reading ଦେଖନ୍ତୁ ଭିଡିଓ ; ପୁଣି ଥରେ ଠେକୁଆ, କଇଁଛଙ୍କ ଦୌଡ ପ୍ରତିଯୋଗିତା, ଜିତିଲା କିଏ?