www.samajalive.in
Saturday, December 6, 2025
14.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା..

୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ..

- Advertisement -

ରାଜ୍ୟବ୍ୟାପୀ ଲଗାଣ ବର୍ଷା, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ସତର୍କତା..

ଫୁଲୁଛି ମହାନଦୀ: ମୁଣ୍ଡଳୀ ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ..

ଗତକାଲି ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀରେ ବଢିଛି ପାଣି..

ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା , ବନ୍ୟା ସ୍ଥିତି ନଥିଲେ ବି ୭ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ..

ଅଗଷ୍ଟରେ ୪ ଗ୍ରହଙ୍କ ଚଳନ : ଏହି ୫ ରାଶି ହେବେ ଭାଗ୍ୟଶାଳୀ,ମିଳିବ ଧନ, ବଢିବ ଦରମା..

ଆଜି ବସୁଛି ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ: ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ଵ ନେଇ ହେବ ଆଲୋଚନା..

ଯୋଗଦେବେ ଏଏସଆଇ ଅଧିକାରୀ, କେବେଠୁ ଯାଞ୍ଚ ଓ ମରାମତି ହେବ ସେ ନେଇ ନିଆଯିବ ନିଷ୍ପତ୍ତି..

ଆଜି ଶ୍ରାବଣର ଦ୍ଵିତୀୟ ସୋମବାର: ମହାଦେବଙ୍କୁ ଜଳ ଲାଗି କରିବାକୁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ..

ବୋଲବମ୍ ନାରାରେ କମ୍ପୁଛି ଚର୍ତୁଦିଗ, ଶୃଙ୍ଖଳିତ ଦର୍ଶନ ଓ ଜଳ ଲାଗି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ..

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଅବକାରୀ ବିଭାଗର ଯୁଗ୍ମ କମିଶନର..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ..

ନାବାଳକଙ୍କୁ ଡ୍ରାଇଭ୍ ମନା, ଆଜିଠୁ ଆରମ୍ଭ ହେବ ଚେକିଂ..

ଏସଟିଏ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ..

ବିଶେଷକରି ନାବାଳକଙ୍କ ଗାଡି ଡ୍ରାଇଭ ରୋକିବାକୁ ଚେକିଂ..

ସମ୍ବଲପୁର: ହୀରାକୁଦ ନିଷିଦ୍ଧାଞ୍ଚଳର ଭିଡିଓ ଭାଇରାଲ..

ଡ୍ୟାମର ନିଷିଦ୍ଧାଞ୍ଚଳରେ ଡ୍ରୋନ ଉଡ଼ାଇ ଭିଡିଓ କରାଯାଇଥିବା ସୂଚନା..

ପୁରୀ: ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ..

ଭିତର ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଚାଲିଛି ଆଲୋଚନା..

କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ..

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଅନ୍ୟାନ୍ୟ ପଦାଧିକାରୀ, ସେବାୟତ ଉପସ୍ଥିତ..

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ..

ଅଗ୍ନିବୀର ସଂରକ୍ଷଣ ବାହାରେ ଘୋଷଣା କରିଥିବାରୁ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଲେ ବିରୋଧୀ..

ଗୃହରେ ଉଭୟ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories