ଆଜି ଶ୍ରାବଣ ମାସ ଶେଷ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ..
ଭୁବନେଶ୍ୱର ..ବସ୍ତିବାସିନ୍ଦା ପାଇବେ ଭୂମି ଅଧିକାର ପ୍ରମାଣପତ୍ର..
କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ..
କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ନୂଆଦିଲ୍ଲୀ : ରୋଜଗାର ମେଳାରେ ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ..
ବିଭିନ୍ନ ସରକାରୀ ବିଭାଗ ପାଇଁ ଭର୍ଚୁଆଲରେ ନିଯୁକ୍ତି ପତ୍ର ବାଣ୍ଟିଲେ..
ଭିଜିଲାନ୍ସ ଜାଲରେ ସ୍ପେଶାଲକ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ..
ପାୱାର ଅଫ ଆଟର୍ଣ୍ଣି ନେଇଥିବା ଦୀପକ ଅଗ୍ରୱାଲଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ..
ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ : ଇତିହାସ ସୃଷ୍ଟି କରି ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା..
ପାରାଦୀପ : ବୋଲେରୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେନ..
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ..



