ସୁନ୍ଦରଗଡ : ଅଗ୍ନିକାଣ୍ଡରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ..
ଟାଉନ୍ ଥାନା ଲୁହୁରାଢିପାରେ ଘରେ ଅଗ୍ନିକାଣ୍ଡ ପରେ ଶ୍ୱାସରୁଦ୍ଧ..କାରଣ ଅସ୍ପଷ୍ଟ.. ଘଟଣା ସ୍ଥଳରେ ପହଞ୍ଚିଛି ପୁଲିସ ..
ବାଲେଶ୍ୱର : ବାରିପଦା ଓ ବାଲେଶ୍ୱରର ଆକାଶରେ କିଛି କ୍ଷଣ ପାଇଁ ଶୁଭିଲା ପ୍ରଚଣ୍ଡ ଶବ୍ଦ ..
ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଆତଙ୍କିତ ହୋଇ ଘରୁ ବାହାରି ଆସିଲେ.. କାରଣ ଅସ୍ପଷ୍ଟ..
ପୁରୀର ବରିଷ୍ଠ ସାମ୍ୱାଦିକ ଗଜେନ୍ଦ୍ର ମହାରଣାଙ୍କ ରବିବାର ରାତିରେ ୬୫ ବର୍ଷ ବୟସରେ ପରଲୋକ ଘଟିଛି..
ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ..
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ..
ଆଜି ମୁମ୍ବଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି..
ଆଜି ପିଏମ୍ କିଷାନ ସମ୍ମାନ ନିଧିର ୧୩ତମ କିସ୍ତି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୮କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଇବେ ୧୬,୮୦୦ କୋଟିରୁ ଅଧିକ ଟଙ୍କା..



