ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
ଭୋଟ ଦେଉଛି ଓଡ଼ିଶା; ୬ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଚାଲିଛି ମତଦାନ..
ସକାଳ ୭ଟାରୁ ମତଦାନ ଆରମ୍ଭ..
କିଛି ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନ ବିଳମ୍ବ..
ବୁଥରେ ପହଞ୍ଚି ଭୋଟ ଦେଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ..
ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୮ଟି ରାଜ୍ୟର ୫୮ଟି ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟ ଗ୍ରହଣ..
ଭୋଟ ଦେଲେ ବିଜେଡି ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିିକ ପାଣ୍ଡିଆନ୍..
ଅଟୋରେ ଆସି ଭୋଟ ଦେଲେ ପାଣ୍ଡିଆନ..
ଦିଲ୍ଲୀରେ ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..
ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଦେଲେ ରାଷ୍ଟ୍ରପତି..
ଜୁନ୍ ୧ରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶିମାନଙ୍କୁ ହଠାତ୍ ମିଳିବ ଧନ, ଚାକିରି..ଚମକିବ ଭାଗ୍ୟ..
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଏରୋଡ୍ରମ୍ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଲେ ନବୀନ..
ସମସ୍ତଙ୍କୁ ଭୋଟ ଦେବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ..
ବିଜେଡିର ବଡ ବିଜୟ ହେବ ବୋଲି କହିଛନ୍ତି ନବୀନ..
ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ..
ଭୁବନେଶ୍ୱରରେ ୬.୬୫ ପ୍ରତିଶତ..
କଟକରେ ୭.୩୨ ପ୍ରତିଶତ..
ଢେଙ୍କାନାଳରେ ୭.୯୫ ପ୍ରତିଶତ..
କେନ୍ଦୁଝରରେ ୮.୭୪ ପ୍ରତିଶତ..
ପୁରୀରେ ୬.୮୭ ପ୍ରତିଶତ..
ସମ୍ବଲପୁରରେ ୭.୦୯ ପ୍ରତିଶତ..
ଏକଦମ୍ ସହଜ: ଚୁଟକିରେ ଜାଣନ୍ତୁ ତରଭୁଜକୁ ଲାଲ କରିବା ପାଇଁ ଏଥିରେ କିଛି ମିଶିଛି କି ନାହିଁ..
ଢେଙ୍କାନାଳ ହିନ୍ଦୋଳରେ ଅଘଟଣ: ଡ୍ୟୁଟି ବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ..
ମତଦାନ କେନ୍ଦ୍ରକୁ ମୋବାଇଲ ମନା:ଭୋଟର ଏବଂ ଅଧିକାରୀଙ୍କୁ ଅପିଲ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ..
ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍ରେ ଅଘଟଣ : ଭୋଟ୍ ଦେବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ..
Comments are closed.