ଏକଦମ୍ ସହଜ: ଚୁଟକିରେ ଜାଣନ୍ତୁ ତରଭୁଜକୁ ଲାଲ କରିବା ପାଇଁ ଏଥିରେ କିଛି ମିଶିଛି କି ନାହିଁ..

ଖରାଦିନେ ଶରୀରରେ ଜଳୀୟଅଂଶର ଅଭାବ ପୂରଣ କରିବା ପାଇଁ ତରଭୁଜ ସେବନ କରାଯାଏ। ମାତ୍ର ତରଭୁଜରେ ମିଠାର ମାତ୍ରା ବୃଦ୍ଧି ପାଇଁ ଓ ତା’ର ରଙ୍ଗ ବଜାୟ ରହିବା ପାଇଁ ସେଥିରେ କିଛି ଜିନିଷ ମିଶାଯାଏ। ତରଭୁଜରେ ଏରିଥ୍ରୋସିନ୍ ବି (erythrosine b)କୁ ଇଞ୍ଜେକସନ ଦ୍ୱାରା ଦିଆଯାଏ। ଯାଦ୍ୱାରା ତରଭୁଜର ଭିତର ରଙ୍ଗ ଲାଲ ରଙ୍ଗ ସହ ଅଧିକ ମିଠା ଲାଗି ଥାଏ। ଏହାର ସେବନ ଫଳରେ ବ୍ୟସ୍ତତା ଅନୁଭବ ହେବା ସହ ବାନ୍ତି, ପେଟ ସମସ୍ୟା, … Continue reading ଏକଦମ୍ ସହଜ: ଚୁଟକିରେ ଜାଣନ୍ତୁ ତରଭୁଜକୁ ଲାଲ କରିବା ପାଇଁ ଏଥିରେ କିଛି ମିଶିଛି କି ନାହିଁ..