www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ପବିତ୍ର ସ୍ନାନଯାତ୍ରା : ଗଜବେଶରେ ମହାପ୍ରଭୁ , ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା..

ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ, ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ଚତୁର୍ଦ୍ଧା ମୂରତି, ଭୋର ୫ଟାରୁ ଆରମ୍ଭ ହୋଇଛି ଧାଡି ପହଣ୍ଡି..

- Advertisement -

ବାଲେଶ୍ଵରରେ ସ୍ଵଭାବିକ ହେଉଛି ସ୍ଥିତି: ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ ହଟିଲା କର୍ଫ୍ୟୁ..

ସହଦେବଖୁଣ୍ଟା ଏବଂ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ଯାଏଁ ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, ଏବେ ବି ମୋବାଇଲ ଇଣ୍ଟରନେଟ୍ ବନ୍ଦ..

ରାଜ୍ୟରେ ମୌସୁମୀ ବର୍ଷା: ଆଜି ପାଇଁ ମୟୁରଭଞ୍ଜ ଓ କେନ୍ଦୁଝରକୁ ପ୍ରବଳ ବର୍ଷା ନେଇ ଚେତାବନୀ, ୧୪ ଜିଲ୍ଲାକୁ ବିଜୁଳି, ଘଡଘଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି..

୨୪ ଜିଲ୍ଲାକୁ ମୌସୁମୀ ଅଗ୍ରସର ପରେ ବାକି ୬ ଜିଲ୍ଲାରେ ପ୍ରବେଶ ନେଇ ପାଗ ଅନୁକୂଳ ଥିବା କହିଲା ପାଣିପାଗ ବିଭାଗ..

ନୂଆଦିଲ୍ଲୀ​‌ରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା..

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ..

ବିଭିନ୍ନ ପ୍ରସଙ୍ଗରେ ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ହେବ ଆଲୋଚନା, ରାଷ୍ଟ୍ରପତିଙ୍କୁ ଭେଟିପାରନ୍ତି ବାଂଲାଦେଶ ପିଏମ୍..

ଟି-୨୦ ବିଶ୍ଵକପରେ ସୁପର ୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ଲଢେଇ ..

ମ୍ୟାଚ୍ ଜିତି ସେମିରେ ସ୍ଥାନ ପକ୍କା କରିବ ଭାରତ..

ବାରିପଦା ବସଷ୍ଟାଣ୍ଡରେ ହଣାକଟା: ଅଭିଯୁକ୍ତକୁ ଗିରଫ ଦାବିରେ ବସ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ..

କଟକରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଚାଲିଗଲା ଦୁଇ ଜୀବନ..

ବାଲେଶ୍ୱରରେ ୯ଘଣ୍ଟା ପାଇଁ କର୍ଫ୍ୟୁ କୋହଳ..

ଆଜିଠୁ ମିଳିବ ଇଣ୍ଟରନେଟ୍‌‌ ସେବା..

ନିଆଁ ଲାଗିବା ପୂର୍ବରୁ ଏସିରୁ ମିଳେ ଏସବୁ ସଙ୍କେତ; ଏମିତି ଜାଣନ୍ତୁ, ଖୁବ୍ ସହଜ..

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories