nua o banner

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

BSKY banner  750×100

ସକାଳୁ ଅସହ୍ୟ ତାତି: ସାଢେ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର..

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଆଡାପଡା ଗାଁରେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ମୃତ, ପୁଅ ଗୁରୁତର..

ରାଜ୍ୟରେ ଜୋରଦାର ପ୍ରଚାର କରିବ କଂଗ୍ରେସ..

ପ୍ରଚାର ପାଇଁ ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଖଡଗେ..

ରାହୁଲ ଗାନ୍ଧୀ ୨ଥର ଓଡ଼ିଶା ଆସି କରିବେ ପ୍ରଚାର..

ଭୁବନେଶ୍ୱର: ନକଲି ପୁଲିସକୁ ଧରିଲା ଅସଲି ପୁଲିସ..

ରାଜ୍ୟ ବିଜେପିର ସଂକଳ୍ପ ପତ୍ର ଜାରି

ପୁଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧିକ ମାମଲାରେ ଥିଲା ଗ୍ୟାଙ୍ଗ..

କଟକ ଓ ଭୁବନେଶ୍ୱରରେ କରୁଥିଲେ ଲୁଟ..

ଏଲଏଲବି ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ: ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ଅଭିଯୋଗ..

ରାଜ୍ୟ ବିଜେପିର ମୋଦୀଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ..

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ସିପିଆଇ..

୧ ଲୋକସଭା ସିଟ୍‌‌ ଓ ୧୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା..

ଭୁବନେଶ୍ୱର : ବିଜେପିରେ ସାମିଲ ହେଲେ ଗୀତାଞ୍ଜଳି ସେଠୀ..

କେନ୍ଦ୍ରାପଡା ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ,କିଛି ସମୟ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ..

Comments are closed.